Odisha Link
Bridging the Missing Links in Odisha
Daily Archives

January 4, 2024

ସୋଆ କମ୍ୟୁନିଟି ରେଡିଓର ନିର୍ଦ୍ଦେଶିକା…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଭଏସ୍‌ ଅଫ୍‌ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ନିର୍ଦ୍ଦେଶିକା ଶ୍ରୀମତି ହନୀ ପଟ୍ଟନାୟକ ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ଅନୁମୋଦନ କ୍ରମେ ଓଡ଼ିଶାରେ ଏକ…

ଏଥର ଗଣତନ୍ତ୍ର ଦିବସରେ ଦିଲ୍ଲୀ ଦରବାରରେ…

ଓଏଲ୍‌ ବ୍ୟୁରୋ: ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି କରାଯାଇଛି। ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ…

ଧୁମ୍ ଧାମରେ ଚାଲିଛି ଶ୍ରୀରାମ ମନ୍ଦିର…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ଅଯୋଧ୍ୟା ଶ୍ରୀରାମ ମନ୍ଦିର ସମ୍ମୁଖରେ ସ୍ଥାପନ ହେଲା ସିଂହ। ପୌଷମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା…

ପୁଣି ତଳମୁହାଁ ପାରଦ; ମୟୂରଭଞ୍ଜରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମିଛି ଶୀତ। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ ଏବେବି କିଛି ଅଂଚଳରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।…

ବ୍ରିକ୍ରି ହେବନି ବ୍ଲଡ, କେନ୍ଦ୍ର ସରକାର…

ଓଏଲ୍‌ ବ୍ୟୁରୋ: ଆଉ ବିକ୍ରି ହେବନି ବ୍ଲଡ୍‌। ଦେଶରେ ଆଉ ରକ୍ତର ବିକ୍ରି କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ରକ୍ତ ଅଭାବରୁ ଆଉ ଦେଶରେ କେହି ମରିବେ ନାହିଁ। ବର୍ତ୍ତମାନ ଡାକ୍ତରଖାନା ଏବଂ ଘରୋଇ ବ୍ଲଡ ବ୍ୟାଙ୍କଗୁଡ଼ିକ ରକ୍ତ ପାଇଁ ବିପୁଳ ପରିମାଣର ଚାର୍ଜ ଆଦାୟ କରିପାରିବେ ନାହିଁ।କାରଣ ମୋଦି ସରକାର…

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ:…

ଓଏଲ୍‌ ବ୍ୟୁରୋ: ବିଡିଏ ଏନଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ। ଏନଫୋର୍ସମେଣ୍ଟ ପାଇଁ ୬୭ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ୧ ଆସିଷ୍ଟାଣ୍ଟ କମିଶନର୍, ୬ ଏଏସଆଇ, ୬୦ କନଷ୍ଟେବଲ୍ ପଦବୀକୁ ଅନୁମୋଦନ ମିଳିଛି। ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ ଏହି ପଦବୀ ସୃଷ୍ଟି ହେବ।

ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ଆଜି ଶ୍ରୀନହରରେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି।…

ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ…

ଓଏଲ୍‌ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ JN.1। ୨ କରୋନା ନୂଆ ଭାରଏଣ୍ଟ JN.1 ଆକ୍ରାନ୍ତ ଚିହ୍ନଟ। ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ଭୁବନେଶ୍ବର ହସ୍ପିଟାଲରେ ଭର୍ତ୍ତି…

ସୁନ୍ଦରଗଡ଼ ଗସ୍ତରେ ୫-ଟି ଅଧ୍ୟକ୍ଷ; ମା’…

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ ଗସ୍ତରେ ୫-ଟି ଅଧ୍ୟକ୍ଷ। ବର୍ତମାନ ସୁନ୍ଦରଗଡର ରାଜବାଟୀରେ ଥିବା ମା ସମଲେଇ ମନ୍ଦିର ଆସି ମନ୍ଦିରର ସୌନ୍ଦଯ୍ୟକରଣ ଦିଗରେ ଆଲୋଚନା କରୁଛନ୍ତି। କିଭଳି ଏକ ଭବ୍ୟ ମନ୍ଦିରର ରୂପନେବ ସୁନ୍ଦରଗଡର ସମଲେଇ ମନ୍ଦିର ତାକୁ ରାଜ୍ୟ ସରକାର ଫୋକସ କରିଛନ୍ତି। ଦ୍ବିତୀୟ ଦିନରେ ପ‍ଣ୍ଡିଆନଙ୍କ…

ପିକନିକ୍‌ ବସ୍‌ ଦୁର୍ଘଟଣାଗସ୍ତ: ୪୦ ଜଣ…

ଓଏଲ୍‌ ବ୍ୟୁରୋ: କାମାକ୍ଷାନଗରରେ ସିରିଜ୍‌ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ପିକନିକ୍‌ ବସ୍‌ ଦୁର୍ଘଟଣାଗସ୍ତ ହୋଇ ୪୦ଜଣ ଆହତ ହୋଇଛନ୍ତି। ହାଇୱାକୁ ବସ୍‌ ଧକ୍କା ଦେବା ପରେ ବସ୍‌କୁ ପିଟିଲା ଆଉ ଏକ ଟ୍ରକ୍‌। ମହାବୀରରୋଡ ଥାନା ଭେଜିଆ ଛକରେ ସିରିଜ୍‌ ଦୁର୍ଘଟଣା ଘଟିଛି। ସମ୍ବଲପୁରରୁ ପିକ୍‌ନିକ…