Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଏନଫୋର୍ସମେଣ୍ଟ ପାଇଁ ସୃଷ୍ଟି ହେବ ୬୭ ନୂଆ ପଦବୀ

ଓଏଲ୍‌ ବ୍ୟୁରୋ: ବିଡିଏ ଏନଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ। ଏନଫୋର୍ସମେଣ୍ଟ ପାଇଁ ୬୭ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ୧ ଆସିଷ୍ଟାଣ୍ଟ କମିଶନର୍, ୬ ଏଏସଆଇ, ୬୦ କନଷ୍ଟେବଲ୍ ପଦବୀକୁ ଅନୁମୋଦନ ମିଳିଛି। ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ ଏହି ପଦବୀ ସୃଷ୍ଟି ହେବ।

Leave A Reply

Your email address will not be published.