Odisha Link
Bridging the Missing Links in Odisha

ସୁନ୍ଦରଗଡ଼ ଗସ୍ତରେ ୫-ଟି ଅଧ୍ୟକ୍ଷ; ମା’ ସମଲେଇଙ୍କୁ କଲେ ଦର୍ଶନ

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ ଗସ୍ତରେ ୫-ଟି ଅଧ୍ୟକ୍ଷ। ବର୍ତମାନ ସୁନ୍ଦରଗଡର ରାଜବାଟୀରେ ଥିବା ମା ସମଲେଇ ମନ୍ଦିର ଆସି ମନ୍ଦିରର ସୌନ୍ଦଯ୍ୟକରଣ ଦିଗରେ ଆଲୋଚନା କରୁଛନ୍ତି। କିଭଳି ଏକ ଭବ୍ୟ ମନ୍ଦିରର ରୂପନେବ ସୁନ୍ଦରଗଡର ସମଲେଇ ମନ୍ଦିର ତାକୁ ରାଜ୍ୟ ସରକାର ଫୋକସ କରିଛନ୍ତି। ଦ୍ବିତୀୟ ଦିନରେ ପ‍ଣ୍ଡିଆନଙ୍କ ଗସ୍ତକୁ ନେଇ ବେସ ଉତ୍ସାହିତ ସୁନ୍ଦରଗଡବାସୀ। ସୁନ୍ଦରଗଡ଼ରେ ମା’ ସମଲେଇଙ୍କ ଦର୍ଶନ ପରେ ରାଜଗାଙ୍ଗପୁର ଯିବେ ପାଣ୍ଡିଆନ। ରାଜଗାଙ୍ଗପୁର ଯାମପାଲିରେ ଜନସମାବେଶରେ ୫-ଟି ଅଧ୍ୟକ୍ଷ ସମ୍ବୋଧନ କରିବେ।

Leave A Reply

Your email address will not be published.