Odisha Link
Bridging the Missing Links in Odisha

ଯବାନଙ୍କୁ ସଫଳତା: ୬ ମାଓବାଦୀ ଗିରଫ

ଓଏଲ୍‌ ବ୍ୟୁରୋ: ମାଲକାନଗିରି ସୀମାନ୍ତ ସୁକମାରେ ଯବାନଙ୍କୁ ସଫଳତା ମିଳିଛି। ଜିଲ୍ଲା ପୁଲିସ ଓ ସିଆରପିଏଫ କୋବ୍ରା ଯବାନ ଦ୍ବାରା ୬ ମାଓବାଦୀ ଗିରଫ ହୋଇଛନ୍ତି। ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ୧୯ଟି ବିଜିଏଲ ବମ୍‌ ସହ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି।

Leave A Reply

Your email address will not be published.