Odisha Link
Bridging the Missing Links in Odisha

ଘାଟିରେ ପିଟିହେଲା ବସ୍‌: ୨୦ ଆହତ

ଓଏଲ୍‌ ବ୍ୟୁରୋ: ବାରିପଦା ଘାଟିରେ ଭାରସାମ୍ୟ ହରାଇ ବସ୍‌ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ୪୯ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଥିବାବେଳେ ୨୦ ଜଣ ଆହତ ହୋଇଥିବା ସୂଚନା ହସ୍ତଗତ ହୋଇଛି। ଏକ ବଡ଼ ପଥରରେ ବସ୍‌ ପିଟି ହେବା ଦ୍ୱାରା ଡ୍ରାଇଭର ଗୁରୁତର ହୋଇଛନ୍ତି। ବସ୍‌ଟି ରାଉରକେଲାରୁ ମୁର୍ସିଦାବାଦ ଯିବା ବେଳେ ଦୁର୍ଘଟଣା ହୋଇଛି। ତେବେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ସ୍ୱତନ୍ତ୍ର କରାଯାଇଛି।

Leave A Reply

Your email address will not be published.