Odisha Link
Bridging the Missing Links in Odisha

ଏଣିକି ସିଂହଦ୍ୱାରରେ ଜଗିବେ ପ୍ରତିହାରୀ ସେବକ; ଅଣହିନ୍ଦୁ ପ୍ରବେଶରେ ଲାଗିବ ରୋକ

ଓଏଲ୍‌ ବ୍ୟୁରୋ: ପୁରୀ ବଡ଼ଦେଉଳରେ ବାରମ୍ବାର ଅଣହିନ୍ଦୁ ପ୍ରବେଶ କରୁଥିବା ଅଭିଯୋଗ ସାମ୍ନାକୁ ଆସୁଛି। ଏନେଇ ଅନେକ ମାମଲା ପରେ ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦେକ୍ଷପ ଗ୍ରହଣ କରାଯାଇଛି। ଆସନ୍ତା ୧୪ରୁ ସିଂହଦ୍ୱାରରେ ଜଗିବେ ୨ ଜଣ ପ୍ରତିହାରୀ ସେବକ। ପ୍ରଥମ ପର୍ଯ୍ୟାୟରେ ସକାଳେ ଓ ସନ୍ଧ୍ୟାରେ ମୁତୟନ ହେବେ। ପରବର୍ତ୍ତୀ ଅବସ୍ଥାରେ ଚାରିଦ୍ବାରରେ ପ୍ରତିହାରୀ ସେବକ ଜଗିବେ। ପ୍ରତିହାରୀ ନିଯୋଗ ସମ୍ପାଦକ ରାମନାରାୟଣ ଗୋଚ୍ଛିକାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.