Odisha Link
Bridging the Missing Links in Odisha

କ୍ବାଲିଫାୟର-୧: ଟସ୍‌ ଜିତିଲା ହାଇଦ୍ରାବାଦ, ପ୍ରଥମେ ବୋଲିଂ କରିବ କେକେଆର

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ ତମ ସଂସ୍କରଣର ପ୍ରଥମ କ୍ବାଲିଫାୟର ମୁକାବିଲା ଆଜି କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବୋଲିଂ କରିବ।

କୋଲକାତା ନାଇଟ ରାଇଡର୍ସ:
ଶ୍ରେୟସ୍ ଆୟର (ଅଧିନାୟକ), ରହମାନୁଲ୍ଲା ଗୁରୁବାଜ, ସୁନୀଲ ନାରିନ , ଭେଙ୍କଟେଶ ଆୟର ,ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ,ରାମଣଦୀପ ସିଂ, ଅନୁକୁଲ ରୟ ,ମିଚେଲ ଷ୍ଟାର୍କ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା, ମନୀଷ ପାଣ୍ଡେ, ନୀତୀଶ ରାଣା

ସନରାଇଜର୍ସ ହାଇଦ୍ରାବାଦ:
ପ୍ୟାଟ୍‌ କମିନ୍ସ,, ଟ୍ରାଭିସ୍ ହେଡ୍ , ଅଭିଷେକ ଶର୍ମା , ହେନ୍ରିଚ୍‌ କ୍ଲାସେନ୍, ରାହୁଲ ତ୍ରିପାଠୀ , ନୀତୀଶ ରେଡ୍ଡୀ , ଶାହାବାଜ ଅହମ୍ମଦ , ଅବଦୁଲ ସମଦ , ସାନବୀର ସିଂ , ଭୁବନେଶ୍ୱର କୁମାର , ବିଜୟକାନ୍ତ ଭିୟାସ୍କାନ୍ତ , ଟି ନଟରାଜନ , ଉମରନ ମଲିକ , ଗ୍ଲେନ ଫିଲିପ୍ସ , ଜୟଦେବ ଉନାଦକତ , ମୟଙ୍କ ଅଗ୍ରୱାଲ

Leave A Reply

Your email address will not be published.