Odisha Link
Bridging the Missing Links in Odisha

ରାଜ୍ୟସଭାରେ ମୋଦିଙ୍କ ଅଭିଭାଷଣ, ବିଜେଡିର କକ୍ଷତ୍ୟାଗ

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି। ଏହି ସମୟରେ ବିରୋଧୀ ହଙ୍ଗାମା କରିବା ସହିତ କକ୍ଷତ୍ୟାଗ କରିଥିଲେ। ବିଜୁ ଜନତା ଦଳ ମଧ୍ୟ କକ୍ଷତ୍ୟାଗ କରିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସେ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି।