Odisha Link
Bridging the Missing Links in Odisha

ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଲେ ବିଜେଡି ସାଂସଦ

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ପୁନର୍ଗଠନ କରାଯାଇଛି। ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ରାଜ୍ୟସଭା ପ୍ୟାନେଲରେ ସ୍ଥାନିତ ହୋଇଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଲେ ଶୁଭାଶିଷ। ବିଜେଡି ସାଂସଦ ସୁଜିତ କୁମାରଙ୍କ ଜାଗାରେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ସ୍ଥାନିତ କରାଯାଇଛି। ତେବେ ପ୍ରତିବର୍ଷ ଏହି ପ୍ୟାନେଲକୁ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ୱାରା ପରିବର୍ତ୍ତନ କରାଯାଏ।