Odisha Link
Bridging the Missing Links in Odisha
Daily Archives

September 9, 2024

ମଣିଷ ଦେହରେ ବାର୍ଡ ଫ୍ଲୁ ଆଶଙ୍କା,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି। ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ବାର୍ଡ ଫ୍ଲୁ ଚିହ୍ନଟ ପରେ କେନ୍ଦ୍ରାପଡାରେ…

ଆରଓଏଚ୍ଏଫ୍ ସ୍କ୍ରାଇବ୍ ପୁରସ୍କାର ୨୦୨୪:…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୃଷ୍ଟିହୀନ ଛାତ୍ରମାନଙ୍କର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସ୍ୱେଚ୍ଛାସେବୀ ମାନଙ୍କ ଆତ୍ମା ​​ଏବଂ ଉତ୍ସର୍ଗକୁ ସମ୍ମାନ ଜଣାଇବା ପାଇଁ ଓଡିଶାରେ ପ୍ରଥମଥର ପାଇଁ “ROHF Scribe Awards 2024” ଆୟୋଜିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦ରୁ…

ସତର୍କ ରୁହନ୍ତୁ ! ଭାରତରେ ମଙ୍କିପକ୍ସ…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବରେ ଆତଙ୍କ ଖେଳାଉଥିବା ମଙ୍କିପକ୍ସ ଭୂତାଣୁ ଭାରତରେ କରିଛି ପ୍ରବେଶ। ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଯୁବକ ଜଣଙ୍କ ମକ୍ସିପକ୍ସ ଚିହ୍ନଟ ହୋଇଥିବା ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା। ତାଙ୍କୁ…

ରାଜ୍ୟ ରାଜନୀତିରେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିରେ ଶ୍ରେୟ ରାଜନୀତିକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ। ସେମିକଣ୍ଡକ୍ଟର ପ୍ରକଳ୍ପକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ମୁହାଁମୁହିଁ। ସେମିକଣ୍ଡକ୍ଟର ପ୍ରକଳ୍ପ ଓଡ଼ିଶା ଆସିବା ପଛରେ କାହାର ହାତ ଅଛି ? ପ୍ରକଳ୍ପ ଓଡ଼ିଶା ଆସିିବା ପରେ ଶ୍ରେୟ ପୁରୁଣା ନବୀନ ସରକାରଙ୍କ ନା…

ରାଜ୍ୟରେ ପ୍ରବଳ ବର୍ଷା, ଆସନ୍ତାକାଲି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଯାହା ପ୍ରବାହରେ କିଛି ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଲାଣି। ଏସବୁ ମଧ୍ୟରେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମାଲକାନଗିରିରେ ଅତି ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ଏଥର ପ୍ରଦୂଷଣମୁକ୍ତ ଦୀପାବଳୀ, ରାଜଧାନୀରେ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ପ୍ରଦୂଷଣ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି। ଏସବୁ ଭିତରେ ସରକାର ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ବାଣ ତିଆରି, ବିକ୍ରି ଓ ଫୁଟାଇବା ବ୍ୟାନ୍‌ କରିଛନ୍ତି ଦିଲ୍ଲୀ ସରକାର। ୨୦୨୫ ଜାନୁଆରୀ ୧ ପର୍ଯ୍ୟନ୍ତ ଦିଲ୍ଲୀ ସରକାର…

ଭଡ଼ାଘରୁ ଅଧ୍ୟାପିକାଙ୍କ ମୃତଦେହ ମିଳିବା…

ଓଏଲ୍‌ ବ୍ୟୁରୋ: କଟକ ସିଡିଏ ସେକ୍ଟର-୯ରୁ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ବନ୍ଦ ଘର ଭିତରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଅଧ୍ୟାପିକା ଜଣକ କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରନ୍ତି। ମୃତ…

ଟେଷ୍ଟ କ୍ରିକେଟରେ…

ଓଏଲ୍‌ ବ୍ୟୁରୋ: ୧୯ ତାରିଖରୁ ଆରମ୍ଭ ହେବ ଭାରତ-ବାଂଲାଦେଶ ଦ୍ବିପାକ୍ଷିକ ଟେଷ୍ଟ ସିରିଜ। ରବିବାର ବିସିସିଆଇ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି। ଭାରତୀୟ ଦଳର ମଙ୍ଗ ରୋହିତ ଶର୍ମାଙ୍କୁ ଦିଆଯାଇଛି। ସେହିପରି ୬୩୪ ଦିନ ପରେ ଟେଷ୍ଟ ମ୍ୟାଚ୍‌ ପାଇଁ ଚୟନ ହୋଇଛନ୍ତି…

ସ୍ଵାଭିମାନ ଅଞ୍ଚଳରେ ଜଳପ୍ରଳୟ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଯାହା ପ୍ରବାହରେ କିଛି ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଲାଣି। ଏସବୁ ମଧ୍ୟରେ ମାଲକାନଗିରି ଜିଲ୍ଲାରୁ ଆସିଛି ବଡ଼ ଖବର। ଚିତ୍ରକୋଣ୍ଡାରେ ଲଗାଣ ବର୍ଷା ଯୋଗୁଁ ଡାକ୍ତରଖାନାରେ ପଶିଲା ପାଣି। ସ୍ଵାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ପିଏଚ୍‌ସିରେ ପାଣି…

ରାଜ୍ୟ ରାଜନୀତିରେ ସେମିକଣ୍ଡକ୍ଟର,…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ରାଜ୍ୟ ରାଜନୀତିରେ ଚାଲିଛି ସେମିକଣ୍ଡକ୍ଟର। ଯାହାକୁ ନେଇ ଶାସକଦଳ-ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଛି। ବିଜୁ ଜନତା ଦଳ ବିଜେପିକୁ ଟାର୍ଗେଟ କରିଥିବାବେଳେ ବିଜେପି ମଧ୍ୟ କଡା ଜବାବ ରଖିଛି। ସେମିକଣ୍ଡକ୍ଟର ପ୍ରସଙ୍ଗକୁ ନେଇ…