Odisha Link
Bridging the Missing Links in Odisha
Monthly Archives

February 2025

ଆୟକର ଦାଖଲକାରୀଙ୍କୁ ଆଶ୍ଵସ୍ତି,…

ଓଏଲ୍‌ ବ୍ୟୁରୋ: ଆୟକର ଦାଖଲ କରିଥିଲେ ମଧ୍ୟ ବିନା କ୍ଷେତ୍ର ସ୍ତରୀୟ ତଦନ୍ତରେ କୌଣସି ହିତାଧିକାରୀଙ୍କ ରାସନ କାର୍ଡ କଟିବ ନାହିଁ। ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏନେଇ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଅନୁଯାୟୀ, ଯେଉଁମାନେ ଆୟକର ଫାଇଲ କରୁଛନ୍ତି ସେମାନଙ୍କ…

ଟ୍ରାଫିକ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍କୁଲରେ ଦଶମ ପରୀକ୍ଷା ଆରମ୍ଭ ହୋଇଛି। ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା କାମନା କରୁଥିବାବେଳେ ଟ୍ରାଫିକ୍ ପୁଲିସର ଏକ ସ୍ୱତନ୍ତ୍ର ପ୍ରୟାସ ଚର୍ଚ୍ଚାର ବିଷୟ ପାଲଟିଛି। ଭୁବନେଶ୍ୱରର ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ୍ ଛକରେ…

ମଣ୍ଡିରେ ଧାନ ବିକ୍ରି: ଡେଡ୍‌ଲାଇନ ଦେଲେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଧାନ କିଣା ନେଇ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୯୦ ପ୍ରତିଶତ ଧାନ କିଣା ସରିଲାଣି, ଆଉ ୭ରୁ ୮ ଦିନ ଭିତରେ ଧାନ କିଣା ସରିଯିବ। ମାର୍ଚ୍ଚ ୩୧ ତାରିଖ ଧାନ କିଣାର ଡେଡ୍‌ଲାଇନ ରଖାଯାଇଛି। ମାର୍ଚ୍ଚ ୩୧ ପରେ ଆଉ ଧାନ କିଣା ହେବନି। ଏଯାବତ ୬୫ ଲକ୍ଷ ମେଟ୍ରିକ ଟନ…

ପର୍ଯ୍ୟଟନ ବିଭାଗର ଟ୍ୟାଗଲାଇନ…

ଓଏଲ୍‌ ବ୍ୟୁରୋ: ବଦଳିଛି ୨୪ ବର୍ଷର ସରକାର। ନୂଆ ସରକାର ବଦଳିବା ସହ ନୂଆ ନୂଆ ନୀତି ଆପଣାଇବାରେ ଲାଗିଛନ୍ତି। ନୂଆ ସରକାର ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବେଶ ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ ରାଜ୍ୟ ପର୍ଯ୍ୟଟନ ବିଭାଗର ଟ୍ୟାଗଲାଇନ ପରିବର୍ତ୍ତନ ପାଇଁ ନୂଆ ସରକାର ଆହ୍ୱାନ କରିଛନ୍ତି। ପୁରୁଣା ସରକାର…

ଆସନ୍ତାକାଲି ମହାଶିବରାତ୍ରୀ, ଶୈବ ପୀଠରେ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ମହାଶିବରାତ୍ରୀ। ମହାଶିବରାତ୍ରୀରେ ଅନୁଷ୍ଠିତ ହେଉଥିବା ଜାଗର ଯାତ୍ରାରେ ବହୁ ଜନସମାଗମ ହୋଇଥାଏ। ଭୁବନେଶ୍ୱର ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ମଧ୍ୟ ବେଶ ଧୂମଧାମରେ ପାଳନ ହୁଏ ମହାଶିବରାତ୍ରୀ। ଚଳିତବର୍ଷ ମହାଶିବରାତ୍ରୀରେ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ସମନ୍ଵୟ…

ଆସନ୍ତାକାଲି ଶେଷ ହେବ ମହାକୁମ୍ଭ ମେଳା,…

ଓଏଲ୍‌ ବ୍ୟୁରୋ: ପ୍ରୟାଗରାଜରେ ମହାକୁମ୍ଭରେ ଦେଖିବାକୁ ମିଳୁଛି ମହାସମାଗମ। କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ପବିତ୍ର ବୁଡ ଓ ସ୍ନାନ କରି ମହାପୂଣ୍ଣ୍ୟ ଅର୍ଜନ କରୁଛନ୍ତି। ମହାକୁମ୍ଭ ଶେଷ ହେବାକୁ ଦିନଟେ ବାକି ରହିଛି। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୬୨ କୋଟିରୁ…

କୃଷକଙ୍କୁ ପିଏମ୍ କିଷାନ ଟଙ୍କା ପ୍ରଦାନ…

ଓଏଲ୍‌ ବ୍ୟୁରୋ: କୃଷକଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା। ବିହାରରୁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ। ଆଜି ପିଏମ୍ କିଷାନ ଟଙ୍କା ୯.୮ କୋଟିରୁ ଚାଷୀଙ୍କୁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତିରେ ସାମିଲ…

ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ: କପି…

ଓଏଲ୍‌ ବ୍ୟୁରୋ: ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ଶେଷ ହୋଇଛି ଇଂରାଜୀ ପେପରରେ ପରୀକ୍ଷା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା, ଯାହା ୧୧ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। କପି ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ ଏଆଇ ଦ୍ୱାରା କେତେକ…

ଆଉ ଦିନକ ପରେ ମହାଶିବରାତ୍ରୀ,…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୬ରେ ମହାଶିବରାତ୍ରୀ। ମହାଶିବରାତ୍ରୀରେ ଅନୁଷ୍ଠିତ ହେଉଥିବା ଜାଗର ଯାତ୍ରାରେ ବହୁ ଜନସମାଗମ ହୋଇଥାଏ। ଭୁବନେଶ୍ୱର ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ମଧ୍ୟ ବେଶ ଧୂମଧାମରେ ପାଳନ ହୁଏ ମହାଶିବରାତ୍ରୀ। ଚଳିତବର୍ଷ ମହାଶିବରାତ୍ରୀରେ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ସମନ୍ଵୟ…

ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: ଭାରତୀୟ…

ଓଏଲ୍‌ ବ୍ୟୁରୋ: କିଟ୍‌ରେ ନେପାଳ ଛାତ୍ରୀଙ୍କର ଆତ୍ମହତ୍ୟା ଏବଂ ନେପାଳ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହା ଏବେ ଭାରତୀୟ ମାନବାଧିକାର କମିଶନ ପାଖରେ ପହଂଚିଛି। କିଟ୍‌ରେ ନେପାଳ ଛାତ୍ରୀଙ୍କର ଆତ୍ମହତ୍ୟା ଏବଂ ନେପାଳ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର…