Odisha Link
Bridging the Missing Links in Odisha

କାମ କରୁନି SBI ଡିଜିଟାଲ୍‌ ସର୍ଭିସ, ATM ବ୍ୟବହାର ପାଇଁ ପରାମର୍ଶ ଜାରି

ଓଏଲ୍‌ ବ୍ୟୁରୋ: କାମ କରୁନି SBI ଡିଜିଟାଲ୍‌ ସର୍ଭିସ। ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନି SBI ଡିଜିଟାଲ୍‌ ସର୍ଭିସ। ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ୍‌ ସର୍ଭିସ୍‌ ବନ୍ଦ ରଖାଯାଇଥିବା ଷ୍ଟେଟ ବ୍ୟାଙ୍କ ପାଇଁ ଇଣ୍ଡିଆ ସୂଚନା ଦେଇଛି।

ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଡିଜିଟାଲ୍‌ ସର୍ଭିସ୍‌ ବନ୍ଦ ରଖାଯାଇଛି। ଏହି ସମୟରେ UPI ଲାଇଟ୍‌ ଓ ATM ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି। ଉପଭୋକ୍ତାଙ୍କ ପାଇଁ ଏନେଇ ସୂଚନା ଜାରି କରିଛି ଷ୍ଟେଟ ବ୍ୟାଙ୍କ ପାଇଁ ଇଣ୍ଡିଆ।