ମାଲେସିଆ ଭ୍ରମଣ କରିବେ ଓଡ଼ିଶା ଚାଷୀ,…
ଓଏଲ୍ ବ୍ୟୁରୋ: ମାଲେସିଆ ଭ୍ରମଣ କରିବେ ଓଡ଼ିଶା ଚାଷୀ। ଛତୁ ଉତ୍ପାଦନ, ଆଧୁନିକ ଉଦ୍ୟାନ କୃଷି ପ୍ରଣାଳୀ ଶିଖିବେ ଓଡ଼ିଶା ଚାଷୀ। ଓଡ଼ିଶା ଚାଷୀମାନଙ୍କୁ ମାଲେସିଆ ବୁଲାଇବ କୃଷି ବିଭାଗ। ୭ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ। ବିଭିନ୍ନ ଅଞ୍ଚଳର ୧୪ ଚାଷୀ ଓ ୧୪ ଜଣ ଅଧିକାରୀ ମାଲେସିଆ…