Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, ଏକ ଘଣ୍ଟା ଦର୍ଶନ ବନ୍ଦ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ଭିତରକାଠ ପାଖରେ ବାନ୍ତି ପଡ଼ିବାରୁ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହୋଇଥିବା ଜଣା ପଡିଛି। ମହାସ୍ନାନ ନୀତି ପରେ ସାଧାରଣ ଦର୍ଶନ ସ୍ଵାଭାବିକ ହେବ। ଅବକାଶ ନୀତି ପରେ ମହାସ୍ନାନ ନୀତି ଆରମ୍ଭ ହେବ। ସେହି ସମୟରେ ପ୍ରାୟ ଏକ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ।