Odisha Link
Bridging the Missing Links in Odisha

ବନ୍ଦରରେ ଅଘଟଣ: ଜାହାଜରୁ ମିଳିଲା ମୃତଦେହ

ଓଏଲ୍‌ ବ୍ୟୁରୋ: ପାରାଦୀପ ବନ୍ଦରରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଜାହାଜ ଭିତରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏସ୍‌କ୍ୟୁ ବର୍ଥରେ ଲାଗିଥିବା ଏକ ଜାହାଜରୁ ମୃତଦେହ ଉଦ୍ଧାର ହୋଇଛି। ଜାହାଜ ହାଚ୍‌ରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।