Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ କେନାଲକୁ ଖସିଲା ଆମ୍ୱୁଲାନ୍ସ, ଅଳ୍ପକେ ବର୍ତ୍ତୀଲେ ଗାଡ଼ି ଚାଳକ

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆମ୍ବୁଲାନ୍ସ ଚାଳକଙ୍କ ଜୀବନ ସୁରକ୍ଷିତ ଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭାରସାମ୍ୟ ହରାଇ କେନାଲକୁ ଖସିଲା ଆମ୍ୱୁଲାନ୍ସ। ରୋଗୀ ଛାଡି ଫେରୁଥିବାବେଳେ ଓଲଟିଲା ଆମ୍ୱୁଲାନ୍ସ। ତେବେ ଆମ୍ବୁଲାନ୍ସ ଖସିଯିବାରୁ କାହାର ଜୀବନରେ ଆଘାତ ଲାଗିନାହିଁ। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆମ୍ବୁଲାନ୍ସ ଚାଳକଙ୍କ ଜୀବନ ସୁରକ୍ଷିତ ଥିବା ଜଣା ପଡିଛି।