Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ଭିଜିଲାନ୍ସ ପଞ୍ଝାରେ ଜିଆରଏସ୍‌

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଧିକାରୀ। ଭିଜିଲାନ୍ସ ଜାଲରେ ପଡିଥିବା ଅଧିକାରୀ ଜଣକ ହେଉଛନ୍ତି କଳାହାଣ୍ଡି ଜୟପାଟଣା ବ୍ଳକ ବଡ କୋର୍ଲାକୋଟ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଳାହାଣ୍ଡି ଜୟପାଟଣା ବ୍ଳକ ବଡ କୋର୍ଲାକୋଟ ଜିଆରଏସ୍‌। ୧୫ ହଜାର ଲାଞ୍ଚ ନେବା ବେଳେ ଜିଆରଏସ୍‌ ଏମ୍‌. ପାଣିଗ୍ରାହୀ ଧରାପଡିଲେ। ଜବ୍‌ କାର୍ଡଧାରୀଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁ କରିଛି।