Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ସିବିଆଇ ଜାଲରେ ସିଜିଏସ୍‌ଟି ଅଧିକାରୀ

ଓଏଲ୍‌ ବ୍ୟୁରୋ: ସିବିଆଇ ଜାଲରେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀ। ଲାଞ୍ଚ ନେଇ ଧରାପଡିଲେ ସିଜିଏସ୍‌ଟି ଅଧିକାରୀ ଅମରକାନ୍ତ କୁମାର। କଣ୍ଟ୍ରାକ୍ଟର ଠାରୁ ୨୦ ହଜାର ଲାଞ୍ଚ ନେବା ବେଳେ ଧରିଲା ସିବିଆଇ। ସିଭିଲଟାଉନସିପ୍‌ ସ୍ଥିତ ଅଫିସ୍‌ରେ ଲାଞ୍ଚ ନେବା ବେଳେ ଧରାପଡିଥିବା ଜଣା ପଡିଛି।