Odisha Link
Bridging the Missing Links in Odisha

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ଆଜି…

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଏକମାସରୁ ଅଧିକ ଦିନ ବିତିଗଲାଣି କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛରୁ ପରଦା ଉଠିପାରିଲା ନାହିଁ। ଆଜି ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀୟଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ବିଦ୍ୟାଭାରତୀଙ୍କ ବାପଘର…

ଆୟୁଷ କମାଇ ଦେଉଛି ପ୍ରଦୂଷଣ

ନୂଆଦିଲ୍ଲୀ: ଆୟୁଷ କମାଇ ଦେଉଛି ପ୍ରଦୂଷଣ। ମାତ୍ରାଧିକ ବାୟୁ ପ୍ରଦୂଷଣ ଯୋଗୁଁ ୫ ବର୍ଷ କମୁଛି ମଣିଷ ଆୟୁଷ। ବାୟୁ ପ୍ରଦୂଷଣ ତାଲିକାରେ ଦିଲ୍ଲୀ ୧ ନମ୍ବରରେ ଥିବା ବେଳେ ଏହାର ପାଖାପାଖି ପହଞ୍ଚିଗଲାଣି ଓଡ଼ିଶା। ମୁଖ୍ୟତଃ ବାୟୁରେ ଅଧିକ ପରିମାଣର ପାର୍ଟିକ୍ୟୁଲେଟ ମ୍ୟାଟର ୨.୫ ଯୋଗୁଁ ଏହା ସିଧାସଳଖ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

ପୁରୀ: ଆଜି ମହାପ୍ରଭୁ ବନଭୋଜି ବେଶ। ଶ୍ରୀମନ୍ଦିରରେ ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ମହାପ୍ରଭୁଙ୍କର ବନଭୋଜି ବେଶ କରାଯାଏ। ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଇ ବାଛୁରୀଙ୍କୁ ସାଙ୍ଗରେ ଧରି ବନଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି। ଏହି ପରମ୍ପରାକୁ ସ୍ମରଣ କରି ଏହି ବେଶ ପାଳନ…

ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରାଯିବା…

ଆହ୍ଲାବାଦ: ଗାଈକୁ ଦେଶର ଜାତୀୟ ପଶୁ ଘୋଷଣା କରାଯାଉ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ ଏଥିସହ ଗୋମାତାକୁ ସୁରକ୍ଷା କରୁଥିବା ହିନ୍ଦୁଙ୍କୁ ମୌଳିକ ଅଧିକାର ମିଳୁ ବୋଲି ସେ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଗାଈକୁ ନେଇ ହିନ୍ଦୁ ସଂପ୍ରଦାୟର ଆସ୍ଥା ଜଡିତ, ଗାଈକୁ ଦେବଦେବୀ ଭଳି ଭାରତରେ ପୂଜା କରାଯାଏ।…

ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବକୁ…

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର। ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ନେଇ ସୂଚନା ମିଳିଛି। ସେହିପରି ଜିଲ୍ଲା ପରିଷଦ, ସମିତି ସଭ୍ୟ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ସହ ପୌର, ମହାନଗର ନିଗମ ଆଇନ ସଂଶୋଧନ ପ୍ରସ୍ତାବ ମଧ୍ୟ ଅନୁମୋଦନ ଲାଭ କରିଛି।…

ହସ୍ପିଟାଲରେ ପରିସରରେ ଯୁବକଙ୍କ…

ଅନୁଗୁଳ: ହସ୍ପିଟାଲରେ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜାକୁ ଚଢି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଗ୍ନିଶମ ବିଭାଗ ଓ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନାକେଦମ୍‌ ହୋଇ ଯାଇଥିବା ବେଳେ। ପ୍ରାୟ ଦେଢ଼…

ଅଭିନେତ୍ରୀ ପାୟଲ ରୋହତଗିଙ୍କ ନାଁରେ…

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ରୋହତଗିଙ୍କ ବିରୋଧରେ ପୁଣେରେ ଏକ ମାମଲା ରୁଜୁ ହୋଇଛି। ନେହେରୁ-ଗାନ୍ଧୀ ପରିବାରର ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ପାଇଁ ଅଭିନେତ୍ରୀଙ୍କ ଉପରେ ଏହି ମାମଲା ହୋଇଛି। ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ପାଇଁ ପାୟଲ ଆପତ୍ତିଜନକ ଶବ୍ଦ…

କ୍ରାଇମବ୍ରାଞ୍ଚ ଉପରେ ସମ୍ପୂର୍ଣ୍ଣ ଭରସା…

ସୋର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଏକମାସରୁ ଅଧିକ ଦିନ ବିତିଗଲାଣି କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛରୁ ପରଦା ଉଠିପାରିଲା ନାହିଁ। ଆଜି ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ବାଲେଶ୍ୱର ଖଇରା ସୌମ୍ୟଙ୍କ ଘରେ ପହଞ୍ଚି ତାଙ୍କ ବାପା, ମା’,…

ପଞ୍ଜଶିର ଘାଟିରେ ତାଲିବାନର ଆକ୍ରମଣ

କାବୁଲ: ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣଭାବେ ଆମେରିକା ସେନା ପ୍ରତ୍ୟାହାର ପରେ ରକ୍ତାକ୍ତ ସଂଘର୍ଷ ଆରମ୍ଭ ହୋଇଯାଇଛି। ଆଫଗାନିସ୍ତାନରେ ନିଜ ଆଧିପତ୍ୟ ବିସ୍ତାର କରିଥିବା ତାଲିବାନ ପଞ୍ଜଶିର ଘାଟି ଉପରେ ଆକ୍ରମଣ କରିଛି। ତାଲିବାନ ମଙ୍ଗଳବାର ସନ୍ଧ୍ୟାରେ ପଞ୍ଜଶିର ଘାଟିର ଏକ ଅଞ୍ଚଳରେ ଆକ୍ରମଣ କରିଛି। କିନ୍ତୁ…

୬୪ ପୁଲିସ ଅଫିସରଙ୍କୁ ମିଳିବ…

ଭୁବନେଶ୍ୱର: ଅନୁସନ୍ଧାନରେ ଉତ୍କର୍ଷତା ପାଇଁ ୬୪ ପୁଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ମେଡାଲ। ୫ଟି ଅଧିନରେ ଉତ୍କର୍ଷତା ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଏହି ମେଡାଲ ଦିଆଯିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ନାମ ପ୍ରକାଶ ପାଇଛି। କ୍ରାଇମବ୍ରାଞ୍ଚ, ଏସଟିଏଫ୍, ଇଓଡବ୍ଲୁ, ଭିଜିଲାନ୍ସ ଓ…