Odisha Link
Bridging the Missing Links in Odisha

କରୋନା ନେଲା ଆଉ ଏକ ଶିଶୁର ଜୀବନ

ଭୁବନେଶ୍ୱର: ରାଜ୍ୟରେ ପୁଣି ପୁଣି ଚିନ୍ତା ବଢ଼ାଇଲାଣି କରୋନା ମହାମାରୀ। ପ୍ରତିଦିନ ୧୦୦ ଅଧିକ ଶିଶୁ ପଜିଟିଭ୍ ହେଉଛନ୍ତି। ଏହାରି ମଧ୍ୟରେ ରାଜ୍ୟରେ କରୋନାରେ ପୁଣି ଏକ ଶିଶୁର ମୃତ୍ୟୁ ହୋଇଛି। ମୃତ୍ୟୁ ଶିଶୁ କନ୍ୟା ମାତ୍ର ୨ ମାସ ହୋଇଥିବା ବେଳେ ସେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି। କରୋନାରେ ଶିଶୁ…

ରାଜ୍ୟରେ ଡିସେମ୍ବର ସୁଦ୍ଧା ସରିବ…

ଭୁବନେଶ୍ୱର: ରାଜ୍ୟରେ ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନହୁଏ ତେବେ ୪ ମାସ ମଧ୍ୟରେ ଟୀକାକରଣ ଶେଷ ହେବ। ବର୍ତ୍ତମାନ ଟୀକାରେ କିଛି ସମସ୍ୟା ନାହିଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ…

ଟୋକିଓ ପାରାଲିମ୍ପିକ୍ସ: ସିଂହରାଜ…

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସର ୭ମ ଦିନରେ ଭାରତୀୟ ଖେଳାଳି ସିଂହରାଜ ଅଧନାଙ୍କୁ ବ୍ରୋଞ୍ଜ। ପିସ୍ତଲ ସୁଟିଂରେ ସିଂହରାଜ ଅଧନା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି।  ଏଥିସହ ଚଳିତ ଟୋକିଓ ପାରାଲିମ୍ପିକ୍ସରେ…

ମୌସୁମୀ ଅଧିବେଶନ ପାଇଁ ତ୍ରୀସ୍ତରୀୟ…

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ। ମୌସୁମୀ ଅଧିବେଶ ପାଇଁ ବିଧାନସଭା ପରିସରରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୨୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି। ପୋଲିସ କମିଶନର ପହଂଚି ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି। ପୋଲିସ ଡିଜି…

ଶପଥ ନେଲେ ୯ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ଦେଶର ଇତିହାସରେ ଯୋଡି ହେଲା ଆଉ ଅଧ୍ୟାୟ। ଏକାସାଙ୍ଗେ ଶପଥ ନେଇଛନ୍ତି ୯ ବିଚାରପତି। ଭାରତର ସିଜେଇ ଏନ. ଭି ରମଣଙ୍କ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସର୍ବୋଚ ନ୍ୟାୟାଳୟର ଅତିରିକ୍ତ ଭବନର ସଭାଗାରରେ ଏହି ଶପଥ ଗ୍ରହଣ ସମାରୋହ ହୋଇଛି। ତେବେ ୯ ଜଣ ବିଚାରପତିଙ୍କ ମଧ୍ୟରୁ…

ଆଜି ନୂଆଖାଇ ପାଇଁ ଧାର୍ଯ୍ୟ ହେବ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଧାର୍ଯ୍ୟ ହେବ ଲଗ୍ନ। ଚଳିତ ବର୍ଷ ସେପ୍ଟେମ୍ବର ୧୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ୁଛି। ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ବାହାରିଥାଏ। ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ…

ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି

ପୁରୀ: ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି ପାଳିତ ହେଉଛି। ମଙ୍ଗଳଆଳତୀ ସରିବା ପରେ ମହାଜନ ସେବାୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଏବଂ ଦକ୍ଷିଣଘରୁ ମଦନମୋହନ ଆସି ମଧ୍ୟ ଦୋଳିରେ ବିଜେ ହେବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ…

ଅକ୍ଟୋବର-ନଭେମ୍ବର ମଧ୍ୟରେ ପିକ୍‌ ଛୁଇଁ…

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବର ମଧ୍ୟରେ ପିକ୍‌ ଛୁଇଁ ପାରେ କରୋନା। ସେପ୍ଟେମ୍ବର ସୁଦ୍ଧା ଯଦି ଅଧିକ ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ମାରାତ୍ମକ ଭୂତାଣୁ ଉତ୍ପତ୍ତି ହୁଅନ୍ତି ତେବେ, ଭାରତରେ ଅକ୍ଟୋବର ଓ ନଭେମ୍ବର ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣର ତୃତୀୟ ଲହର ଶିଖର ସ୍ପର୍ଶ କରିବାର ସମ୍ଭାବନା ଥିବା କଥା…

୧୦ ଦଫା ଦାବିରେ ମୟୂରଭଞ୍ଜ ବନ୍ଦ

ବାରିପଦା: ୧୦ ଦଫା ଦାବିରେ ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା। ୧୦ ଦାବି ନେଇ ଜିଲ୍ଲା ପେସା ଗ୍ରାମସଭା ସଂଗଠନ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି। ଯାହାର ପ୍ରଭାବ ବାରିପଦା ସହର ଭିତରେ କାଁ ଭାଁ ଦେଖିବାକୁ ମିଳିଛି। ପୁଲିସ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ସଂଗଠନ ପକ୍ଷରୁ…

ରାଜ୍ୟରେ କରୋନା ନେଲା ଆଉ ୬୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୬୩୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯୬୯କୁ ବୃଦ୍ଧି ପାଇଛି। ଏନେଇ…