Odisha Link
Bridging the Missing Links in Odisha

ଡ୍ରଗ୍ସ ଲିଙ୍କ୍‌ ନେଇ ଅରମାନ କୋହଲିଙ୍କ…

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ କାରବାରର ପର୍ଦ୍ଦାଫାସ କରିବାକୁ ତଦନ୍ତ ଜାରି ରଖିଛି ଏନସିବି। ଏହାରି ମଧ୍ୟରେ ବଲିଉଡ କଳାକାର ଅରମାନ କୋହଲିଙ୍କ ଘରେ ନର୍କୋଟିକ୍ସ କଂଟ୍ରୋଲ୍‌ ବ୍ୟୁରୋ ଚଢ଼ାଉ କରିଛି। ଏବେ ବି ଯାଞ୍ଚ ଜାରି ରହିଥିବା ସୂଚନା ମିଳିଛି। ଏହା ପୂର୍ବରୁ ୨୦୧୮ରେ ଘରେ ୪୧ ବୋତଲ୍‌ ମଦ ବୋତଲ…

ଟୋକିଓ ପାରାଲିମ୍ପିକ୍ସ: ତୀରନ୍ଦାଜୀ…

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତୀୟ ଖେଳାଳିଙ୍କ ଜୋରଦାର ପ୍ରଦର୍ଶନ ଜାରି ରହିଛି। ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଭବିନା ପଟେଲ ପଦକ ସୁନିଶ୍ଚିତ କରି ସାରିଥିବା ବେଳେ ତୀରନ୍ଦାଜୀ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି ରାକେଶ କୁମାର। ଅନ୍ୟତମ ଭାରତୀୟ ଖେଳାଳି ଶ୍ୟାମ ସୁନ୍ଦର…

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି…

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀର ଗୁପ୍ତାଙ୍ଗ ସିଲେଇ କରିଦେଲା ସ୍ବାମୀ ନୂଆଦିଲ୍ଲୀ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗୁପ୍ତାଙ୍ଗ ସିଲେଇ କରିଦେଲା ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ମଧ୍ୟପ୍ରଦେଶର ସଙ୍ଗରୌଲୀ ଜିଲ୍ଲାରୁ। ଜଣେ ୫୭ ବର୍ଷିୟ ବ୍ୟକ୍ତି ନିଜ ସ୍ତ୍ରୀର ପ୍ରାଇଭେଟ୍ ପାର୍ଟକୁ…

୨୦ ବର୍ଷୀୟ ଝିଅର ଫଟୋ ଦେଖାଇ ୪୫ ବର୍ଷୀୟ…

ଉତ୍ତରପ୍ରଦେଶର: ୨୦ ବର୍ଷୀୟ ଝିଅର ଫଟୋ ଦେଖାଇ ୪୫ ବର୍ଷୀୟ ମହିଳାଙ୍କ ସହ କରାଉଥିଲେ ବିବାହ। ଏନେଇ ଥାନାରେ ବର ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମଳିଛି ଉତ୍ତରପ୍ରଦେଶରରେ। ବର ଶତ୍ରୁଘ୍ନ ସିଂହଙ୍କ କହିବା ମୁତାବକ, ତାଙ୍କୁ ପ୍ରତାରଣା କରାଯାଇଛି। ବିବାହ ପାଇଁ ଜଣେ ୨୦ ବର୍ଷୀୟ ଝିଅର ଫଟୋ କନ୍ୟା…

ଚତୁର୍ଥ ପର୍ଯ୍ୟାୟରେ ଆଉ ୧୦ ସ୍ମାର୍ଟ…

ଗଞ୍ଜାମ: ସ୍ମାର୍ଟ ହେଉଛି ସ୍କୁଲ। ଆଜି ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିବେ। ଏହି ଅବସରରେ ବହୁ ମନ୍ତ୍ରୀ ଓ ବିଧାୟକ ଏହି କାର୍ଯ୍ୟକ୍ରମରେ…

୨୦୩୦ ସୁଦ୍ଧା ଭାରତ ବିଶ୍ୱରେ ଉର୍ଜା…

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତେନ୍ତୁଳିପଡାର ସଦାଶିବପୁର ଠାରେ "କମନ୍‌ ୟୁଜର୍ ପେଟ୍ରୋଲିୟମ ଫାସିଲିଟି’ରେ ନିର୍ମାଣ ହେବାକୁ ଥିବା ତୈଳ ଟର୍ମିନାଲ ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଢ଼େଙ୍କାନାଳର ବଢ଼ୁଥିବା ଶିଳ୍ପାୟନରେ ବଡ଼ ଭୂମିକା ନେବା ସହ ଏହି ପ୍ରକଳ୍ପ ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲା ସମେତ…

ପୁଣି କାବୁଲ ବିମାନବନ୍ଦର ପ୍ରବେଶ ପଥରେ…

କାବୁଲ: ତାଲିବାନ କବଜା ପରେ ଆଫଗାନିସ୍ତାନରେ ଆତଙ୍କୀ ସଂଗଠନ ସକ୍ରିୟ ରହିଛନ୍ତି। କାବୁଲ ଏୟାରପୋର୍ଟ ବାହାରେ ଆତ୍ମଘାତୀ ବିସ୍ଫୋରଣର ହେବାର ଦୁଇ ଦିନ ପରେ ଆଜି ପୁଣି ଏଣ୍ଟ୍ରି ଗେଟରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। କାବୁଲ ଏୟାରପୋର୍ଟ ପ୍ରବେଶ ପଥରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫାୟାରିଂ ପରେ ଜୀବନ…

ରଗବି ଇଣ୍ଡିଆ ସହ ୩ ବର୍ଷ ପାଇଁ ଚୁକ୍ତି…

ଭୁବନେଶ୍ବର: ଭାରତୀୟ ରଗବି ଦଳର ପ୍ରାୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍‌। ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ଚୁକ୍ତି ସାକ୍ଷର କରିଛନ୍ତି ଉଭୟ ରାଜ୍ୟ ସରକାର ଓ କିଟ୍‌। ଆଗକୁ ୧୮ ବର୍ଷରୁ କମ୍‌ ଭାରତୀୟ ଏସିଆନ୍‌ ଚାମ୍ପିଅନସିପରେ ଭାଗ ନେବାକୁ ଯାଉଛି ଭାରତ। ଗତ ଅଗଷ୍ଟ ୧୪ ତାରିଖରୁ ଆସନ୍ତା ସେପ୍ଟେମ୍ବର…

ଋଷଠୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବ…

ନୂଆଦିଲ୍ଲୀ: ବଢିବ ଭାରତୀୟ ବାୟୁସେନାର ଶକ୍ତି। ଭାରତୀୟ ବାୟୁସେନା ଜରୁରୀକାଳୀନ ବ୍ୟବହାର ପାଇଁ ଋଷ ଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବ। ଏହି ରାଇଫଲ ସେନା ନିକଟରେ ଥିବା ଇନସାସ ରାଇଫଲ ସ୍ଥାନରେ ବ୍ୟବହାର କରାଯିବ। ଆଗାମୀ କିଛିମାସ ମଧ୍ୟରେ ଭାରତୀୟ ବାୟୁସେନାକୁ ଏହି ରାଇଫଲ ମିଳିବ। ଏବେ ଭାରତୀୟ…

ଅଭିଷେକ ବାନାର୍ଜୀ ଓ ତାଙ୍କ ସ୍ତ୍ରୀଙ୍କୁ…

ପଶ୍ଚିମବଙ୍ଗ: ଦିଦିଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡୁଆ। ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ଯାଞ୍ଚ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବି କୋଇଲା ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ଓ…