Odisha Link
Bridging the Missing Links in Odisha

୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା। କିଛି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ ମୋହନ…

ଭୁବନେଶ୍ୱର: ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ଏହା ପରେ ସେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ…

ବିଲୁଆ ଆତଙ୍କ, ୧୦ରୁ ଅଧିକ ଲୋକ ଆହାତ

ବାଲିପାଟଣା: ବାଲିପାଟଣା ବ୍ଲକ ରାଜସ ଏବଂ କୃଷ୍ଣପୁର ଗ୍ରାମରେ ବିଲୁଆ ଆତଙ୍କ। ଦୁଇ ଦିନରେ ବିଲୁଆ କାମୁଡାରେ ୧୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି। ବିଲୁଆ ଆତଙ୍କ ଗ୍ରାମବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଲୁଆ ଭୟରେ ରାଜସ ଏବଂ କୃଷ୍ଣପୁର ଗ୍ରାମରେ ଦିନରେ ବି ତାଟି କବାଟ ପଡ଼ି ରହୁଛନ୍ତି ଲୋକେ। ବିଲୁଆ…

ଆଜିଠୁ ୪ର୍ଥ ପର୍ଯ୍ୟାୟ ଜେଇଇ ମେନ୍‌…

ନୂଆଦିଲ୍ଲୀ: ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ ଆରମ୍ଭ। ଅଗଷ୍ଟ ୨୬, ୨୭, ୩୧ ଓ ସେପ୍ଟେମ୍ବର ୧ ଓ ୨ ତାରିଖରେ ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦେଶର ୩୩୪ଟି ସହରରେ ପରୀକ୍ଷା ପରିଚାଳନା କରୁଛି। କୋଭିଡ ଗାଇଡଲାଇନ୍ ମଧ୍ୟରେ ଦେଶର ପ୍ରାୟ ୭ ଲକ୍ଷ ଛାତ୍ରଛାତ୍ରୀ…

ଜର୍ମାନୀରେ ପିଜ୍ଜା ଡେଲିଭରୀ କରୁଛନ୍ତି…

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ରାଷ୍ଟ୍ରପତି ଆଶରଫ ଘନିଙ୍କ ସମେତ ବହୁ ରାଜନେତା ଓ ମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି। ଏହାରି ମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସଇଦ ଅହମ୍ମଦ ଶାହା ସାଦତ ମଧ୍ୟ ଜର୍ମାନୀରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ସୟଦ ସେଠାରେ ଗତ ୨…

ଆଫଗାନିସ୍ତାନ କବଜା ପରେ ଭାରତରେ ବଢିପାରେ…

ନୂଆଦିଲ୍ଲୀ: ତାଲିବାନୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ସିଡିଏସ୍ ବିପିନ ରାୱତ। ସେ କହିଛନ୍ତି, ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଭାରତରେ ଆତଙ୍କବାଦୀ ଗତିବିଧି ବଢିପାରେ। ଏଭଳି ଆଗୁଆ ଆକଳନ କରି ସମସ୍ତ ପ୍ରକାର ପ୍ରସ୍ତୁତି କରିଛି ସେନା। ୨୦ ବର୍ଷ ତଳର ତାଲିବାନ ଓ ଏବେକାର ତାଲିବାନ ମଧ୍ୟ କୌଣସି…

ମନୋଜ ବାଜପେୟୀଙ୍କୁ ଗଞ୍ଜଡିଆ କହିବା…

ମୁମ୍ବାଇ: ବିବାଦ ଓ ଫିଲ୍ମ ସମୀକ୍ଷକ କେଆରକେ ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିବାକୁ ପସନ୍ଦ କରନ୍ତି। କିଛି ଦିନ ପୂର୍ବେ ଭାଇଜାନଙ୍କ ସହ ପଙ୍ଗା ନେଇ ଶେଷରେ ପଛ ଘୁଞ୍ଚା ଦେଇଥିବା କେଆରକେ ଏବେ ପୁଣି ଏକ ବିବାଦ ଘେରରେ। ଏଥର ଫ୍ୟାମିଲି ମ୍ୟାନ୍‌ ମନୋଜ ମନୋଜ ବାଜପେୟୀଙ୍କୁ ସେ ଟାର୍ଗେଟ କରିଛନ୍ତି। କେଆରକେ…

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ…

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଏହାରି ମଧ୍ୟରେ ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଟିକା। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।…

ଆସନ୍ତା ୨୭ରୁ ଏସସିବିରେ ଇକ୍‌ମୋ ସେବା…

କଟକ: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା। ଆସନ୍ତା ୨୭ରୁ କଟକ ଏସସିବିରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା। ଏସସିବିରେ ସମୁଦାୟ ୯ଟି ଇକ୍‌ମୋ ମେସିନ୍ ରହିବ। ପୂର୍ବ ଭାରତରେ ଏହା ସବୁଠୁ ବଡ଼ ୟୁନିଟ ହେବ। ଏନେଇ ଏସସିବି ମେଡିକାଲରେ ସମୀକ୍ଷା କରାଯାଇଥିଲା ବୋଲି ଡିଏମଇଟି ସିବିକେ ମହାନ୍ତି…

ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ସବୁ…

କାବୁଲ: ଆଫଗାନିସ୍ତାନ ସ୍ଥିତି ନେଇ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ୩୧ ଅଗଷ୍ଟ ସୁଦ୍ଧା ନିଜ ସବୁ ସୈନିକଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବ ଆମେରିକା। ହେଲେ ଏହା ତାଲିବାନୀଙ୍କ ବ୍ୟବହାର ଉପରେ ନିର୍ଭର କରୁଛି। ଏହା ସହ ଜୋ ବାଇଡେନ୍ କହିଛନ୍ତି, ଆବଶ୍ୟକ ପଡିଲେ ୩୧ ଅଗଷ୍ଟ ପରେ ମଧ୍ୟ ନିଜ ସୈନିକଙ୍କୁ…