Odisha Link
Bridging the Missing Links in Odisha
Browsing Tag

ଟ୍ରେନ

ଚଳନ୍ତା ଟ୍ରେନରେ ଗୁଳିମାଡ଼; ବନ୍ଧା ହେଲେ…

ଓଏଲ୍‌ ବ୍ୟୁରୋ: ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ। ଚଳନ୍ତା ଟ୍ରେନ୍‌ରେ ଜଣେ କାର୍ଯ୍ୟରତ ଆରପିଏଫ୍‌ ପୁଲିସ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଯାହାଫଳରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ଜୀବନ ଚାଲିଯାଇଛି। ଆଜି ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଏଭଳି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍‌…

‘ବାହାନଗା ଟ୍ରେନ ଟ୍ରାଜେଡି ତଦନ୍ତ…

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାକୁ ନେଇ ବଡ଼ ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ କରିଛି ରେଲଓ୍ବେ ବୋର୍ଡ। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ତାହାର ତଦନ୍ତ ହେବ। ଆଜି ସିବିଆଇ ତଦନ୍ତ ସୁପାରିସ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ…

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା

ଭୁବନେଶ୍ୱର: ରାଜଧାନୀରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସ୍ୱାମୀ ଓ ସ୍ତ୍ରୀ ଉଭୟ କାରରେ ସ୍ତ୍ରୀ ବାପା ଘରକୁ ଯାଉଥିବା ସମୟରେ ଏଭଳି ଅଘଟଣା ଘଟିଛି। ସ୍ୱାମୀ ତାଙ୍କୁ କାରରେ ବାପ ଘରକୁ ଛାଡ଼ିବାକୁ ଯାଉଥିଲେ। ହେଲେ ହଠାତ ସ୍ତ୍ରୀ…

ଛୁଆକୁ ଧରି ଟ୍ରେନ ଆଗରେ ଆତ୍ମହତ୍ୟା କଲା…

ଜଳେଶ୍ୱର: ଛୁଆକୁ ଧରି  ଟ୍ରେନ ଆଗରେ ଆତ୍ମହତ୍ୟା କଲା ମାଆ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳଷ୍ଟେସନ ନିକଟରେ।  ଶିଶୁପୁତ୍ର ସହ ଟ୍ରେନ ଆଗକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାଯାଇଛି। ମହିଳାଙ୍କ ଆତ୍ମହତ୍ୟା ନେଇ ଖବରପାଇବା ପରେ ଜିଆରପି…