Odisha Link
Bridging the Missing Links in Odisha
Browsing Tag

ତାଲିବାନୀ

ତାଲିବାନୀଙ୍କ ବନ୍ଧୁକ ମୁନରେ…

କାବୁଲ: ବନ୍ଧୁକ ମୁନରେ ସାମ୍ବାଦିକଙ୍କ ଖବର ପରିବେଷଣ। ଷ୍ଟୁଡିଓ ଭିତରେ ସାମ୍ବାଦିକଙ୍କୁ ଘେରି ରହିଛନ୍ତି ବନ୍ଧୁକଧାରୀ ତାଲିବାନୀ। ଏଭଳି ପରିସ୍ଥିତିରେ ନ୍ୟୁଜ ପଢ଼ୁଛନ୍ତି ଜଣେ ସାମ୍ବାଦିକ। ନିଜେ ଭୟଭୀତ ଥିଲେ ମଧ୍ୟ ଅନ୍ୟମାନଙ୍କୁ ‘ଭୟ କର ନାହିଁ’ ବୋଲି ସେ କହୁଛନ୍ତି। ଆଫଗାନିସ୍ତାନରୁ ଏଭଳି ଏକ ଚିତ୍ର…

ତାଲିବାନୀଙ୍କ ନିର୍ଦ୍ଦେଶ: ମହିଳାଙ୍କୁ…

କାବୁଲ: ଆଫଗାନିସ୍ତାନରେ ମହିଳାଙ୍କୁ ତାଲିବାନୀଙ୍କ ଅକଥନୀୟ ଅତ୍ୟାଚାର। ତାଲିବାନୀମାନେ ମହିଳାଙ୍କୁ ଜିନ୍ସ ପିନ୍ଧିବାକୁ ବ୍ୟାନ୍ କରିବା ସହ ଯୁବତୀଙ୍କୁ ନେଲ୍ ପଲିସ୍ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏହାକୁ ନ ମାନିବେ, ସେମାନଙ୍କୁ କଡ଼ାଦଣ୍ଡ ଭୋଗିବାକୁ ପଡିବ ବୋଲି ସ୍ପଷ୍ଟ ଭାବେ…

ପଞ୍ଜଶୀରରେ ବିଦ୍ରୋହର ସ୍ବର, ୩୦୦…

କାବୁଲ: ତାଲିବାନ କାବୁଲକୁ ଅକ୍ତିଆର କରିଥିଲେ ମଧ୍ୟ ଆଫଗାନିସ୍ତାନର ଏକ ଏଭଳି ଅଂଚଳ ରହିଛି, ଯାହାକୁ ନିଜ ଅଧିନରେ ଆଣି ପାରି ନାହିଁ। ଏବେ ତାଲିବାନର ଯୋଦ୍ଧାମାନେ ପଞ୍ଜଶୀରର ଘାଟୀ ଆଡ଼କୁ ଅଗ୍ରସର ହେଇଥିବା ବେଳେ ସେଠାରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ…

ତାଲିବାନୀଙ୍କୁ ହତ୍ୟା କରି ୩ ଜିଲ୍ଲା…

କାବୁଲ: ତାଲିବାନୀଙ୍କ ବିରୋଧରେ ବଢୁଛି ବିଦ୍ରୋହର ସ୍ବର। ତାଲିବାନୀଙ୍କୁ ହତ୍ୟା କରି ୩ଜିଲ୍ଲା ଅକ୍ତିଆର କରିଛନ୍ତି ଆଫଗାନ ଜନତା। ୬୦ରୁ ଊର୍ଦ୍ଧ୍ବ ତାଲିବାନୀଙ୍କୁ ହତ୍ୟା କରାଯାଇଛି ଏବଂ ପୋଲ-ଏ-ହେସର, ଦେହ ସଲାହ ଓ ବାନୁକୁ ୩ ଜିଲ୍ଲା ନିଜ ହାତକୁ ନେଇଛନ୍ତି ଆଫଗାନି ଜନତା। ତାଲିବାନ ବିରୋଧରେ ସ୍ବର…

ମନ୍ଦିର ଛାଡ଼ି ଯିବାକୁ ମନାକଲେ ପୂଜକ,…

କାବୁଲ: ତାଲିବାନ କବଜା କରିବା ପରେ ଅଫଗାନିସ୍ତାନର ସ୍ଥିତି ଅଧିକ ଭୟାବହ। ୨୦ ବର୍ଷ ପରେ ତାଲିବାନ ଶାସନ ଫେରିବା ଭୟରେ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଆଫଗାନବାସୀ। ମହିଳା ଏବଂ ଶିଶୁ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଜଣେ ମନ୍ଦିର ପୂଜକ କାବୁଲ ଛାଡ଼ି ଯିବାକୁ ମନାକରିଛନ୍ତି। ମନ୍ଦିର ପୂଜକ…