Odisha Link
Bridging the Missing Links in Odisha
Browsing Tag

Bijepur

ବାଜିଲା ବିଜେପୁର ଉପନିର୍ବାଚନ ବିଗୁଲ,…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ। ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ହେବ ବୋଲି ମୁଖ୍ୟନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘେଷଣା ହେବା ପରେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। ମୁଖ୍ୟନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ,…

ବିଜେପୁର ଉପନିର୍ବାଚନ: ପୁଅ ପାଇଁ ଲବି…

ବିଜେପୁର: ଗତକାଲି ବିଜେଡି ପଶ୍ଚିମ ଓଡ଼ିଶ ବିକାଶ ପରଷଦ ଅଧ୍ୟକ୍ଷ ପଦ ଘୋଷଣା କରିଛି ଏଥି ସହିତ ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ୪ଜଣିଆ ଟିମ୍‌ ଗଠନ କରିଛି। ଏସବୁକୁ ଆଖି ଆଗରେ ରଖି ପ୍ରାୟ ସବୁ ଦଳରେ ଟିକେଟ ପାଇଁ ଲବି ଆରମ୍ଭ ହୋଇଯାଇଥିବା କୁହାଯାଇଛି। କଂଗ୍ରେସ ଟିକେଟ ଦୌଡ଼ରେ ରିପୁନାଥ ଆଗରେ…

ପାଟକୁରା ପରେ ବିଜେପୁର ପାଇଁ ସଜବାଜ

ଭୁବନେଶ୍ବର: ପାଟକୁରା ନିର୍ବାଚନ ପରେ ଏବେ ସାରା ରାଜ୍ୟରେ ବିଜେପୁର ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଅଙ୍କକଷିବା ଆରମ୍ଭ କରିଦେଲେଣି। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଜେପୁରରେ ପୁଣି ଥରେ ବାଜିମାତ୍‌ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ…

ବିଜେପୁର ବାସୀଙ୍କୁ ଦେଇଥିବା କଥା ରଖିଲେ…

ଭୁବନେଶ୍ବର: ବିଜେପୁର ବାସୀଙ୍କୁ କଥା ଦେଇ କଥା ରଖିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ବରଗଡ଼ରେ ୩ଟି ନୂଆ ଆରଆଇ ସର୍କଳ ଗଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଘୋଷଣା କରିଥିବା ପ୍ୟାକେଜର ଏହା ଏକ ଅଂଶବିଶେଷ। ତାଲପାଲି, ଗୁଦେରପାଲି ଓ ଡାଙ୍ଗବାହାଲରେ ନୂତନ ଆରଆଇ ସର୍କଲ ହୋଇଛି । ୩ଟି ସର୍କଲର ମୁଖ୍ୟାଳୟ…

ବିଜେପୁର ବିଧାନସଭା ଆସନ ଛାଡ଼ିଲେ ନବୀନ…

ଭୁବନେଶ୍ୱର: ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜେପୁର ବିଧାନସଭା ଆସନ ଛାଡ଼ିଛନ୍ତି। ବିଜେପୁର ଆସନ ଛାଡ଼ିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ…

ବିଜେପୁରରୁ ସନତ ଗଡ଼ତିଅ‍ାଙ୍କୁ ପ୍ରାର୍ଥୀ…

ଭୁବନେଶ୍ବର: ଭାରତୀୟ ଜନତା ଦଳର ଚତୁର୍ଥ ବିଧାୟକ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ଅ‍ାଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ସାମନା କରିବେ ବିଜେପିର ସନତ ଗଡ଼ତିଅ‍ା। ୪ଟି ପର୍ଯ୍ୟାୟରେ ବିଜେପି ଏଯାବତ୍ ଓଡ଼ିଶାରୁ ୧୩୨…