Odisha Link
Bridging the Missing Links in Odisha
Browsing Tag

Bridge

ବ୍ରିଜ୍ ତଳକୁ ଖସିଲା ଅଟୋ : ୨ମୃତ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ସରନାପାଲି ଛକ ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ହୋଇଛନ୍ତି।ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ବରଯାତ୍ରୀ ଗାଡି ବିଜେପୁର ଯାଇ ଫେରୁଥିଲେ। ବରଯାତ୍ରୀ ନେଇ…

ଲଗାଣ ବର୍ଷା: ଭାସିଗଲା ବ୍ରିଜ୍

ଭଞ୍ଜନଗର: ଭାସିଗଲା ବ୍ରିଜ୍। ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ ପାଟଣା ନଦୀରେ ନିର୍ମିତ ବ୍ରିଜ୍‌ ଭାସି ଯାଇଛି। ସୋରଡ଼ା ବ୍ଲକ୍‌ ବରଦା ପଞ୍ଚାୟତର ଖାରିଗୁଡ଼ାରେ ନିର୍ମିତ ବ୍ରିଜ୍‌ ଭାସି ଯାଇଛି। ବ୍ରିଜ୍‌ଟି ଗୋପାଳପୁର-ଖାରିକୁଦକୁ ସଂଯୋଗ କରୁଥିଲା। ବ୍ରିଜ୍‌ ଭାସିଯିବା ଫଳରେ ୧୫…

ବ୍ରିଜ୍ ତଳକୁ ଖସିଲା ହାଇଓ୍ୱା, ୨ ନିଖୋଜ

ଝାରସୁଗୁଡ଼ା: ଇବ୍‌ ନଦୀର ରଂଫେଲ୍ ବ୍ରିଜ ତଳକୁ ଏକ ହାଇଓ୍ୱା ଖସି ୨ଜଣ ନିଖୋଜ ହୋଇଯାଇଛନ୍ତି। ହାଇଓ୍ଵାର ଚାଳକଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ। ଉଦ୍ଧାର ହୋଇଥିବା ହାଇଓ୍ଵା ଚାଳକଙ୍କ ନାମ ଆଦିତ୍ୟ ସାହୁ। ସୂଚନା…

ଦବିଲା କାଠଯୋଡ଼ି ବ୍ରିଜ

ଭୁବନେଶ୍ୱର : ପୁଣି ଦବିଲା ବ୍ରିଜ। କାଠଯୋଡ଼ି ବ୍ରିଜ ଦବିଯାଇଥିବା ସୂଚନା ମିଳିଛି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗୋପାଳପୁର-ଲିଙ୍କରୋଡ ରାସ୍ତାର କାଠଯୋଡ଼ି ବ୍ରିଜ ଦବି ଯାଇଛି। ବ୍ରିଜ ଆରମ୍ଭରୁ ସମାନ୍ୟ ଦବି ଯାଇଥିବା ସୂଚନା ମିଳିଛି। ଦବି ଥିବା ବ୍ରିଜ ରାସ୍ତାକୁ ପୁଲିସ କର୍ଡନ କରିଛି।…

ବର୍ଷାରେ ଧୋଇଗଲା ପୋଲ

ରାୟଗଡ଼ା: ରାଜ୍ୟରେ ବର୍ଷା ଲାଗି ରହିଛି। ଏଥି ସହିତ ରାୟଗଡା ଜିଲ୍ଲାରେ ଗତ ୨ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଲଘୁଚାପ ଫଳରେ ସାରା ରାଜ୍ୟ ବର୍ଷାରେ ଭିଜୁଛି। ଦକ୍ଷିଣ…