Odisha Link
Bridging the Missing Links in Odisha
Browsing Tag

Hyder

ହାଇଦର ଗ୍ୟାଙ୍ଗ୍‌ରେ ଅର୍ଚ୍ଚନା ପରିଡ଼ା

ଭୁବନେଶ୍ବର: ହାଇଦରକୁ ଡାକ୍ତରଖାନାରୁ ଖସିବାରେ ସହଯୋଗ କରିଥିବା ତିନିଜଣ ଗିରଫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ୧୯ ବର୍ଷୀୟ ଅର୍ଚ୍ଚନା ପରିଡ଼ା। ହାଇଦର୍‌ ତାକୁ ଶ୍ରଦ୍ଧାରେ ଡାକୁଥିଲା‌ ଗେହ୍ଲି। ଗେହ୍ଲିର ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ମୁସାଦପୁର ଗାଁରେ। ଫେରାର୍‌ ହେବା ପରେ…

ସୁସ୍ଥ ପରେ ରିମାଣ୍ଡରେ ଯିବ ହାଇଦର:…

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା। ୭ ଦିନିଆ ରିମାଣ୍ଡରେ ଯିବା ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଛି ହାଇଦର। କରୋନାରୁ ସୁସ୍ଥ ହେବା ପରେ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ବୋଲି କଟକ ଡିସିପି କହିଛନ୍ତି। କଟକ ଡିସିପି କହିଛନ୍ତି ଯେ, ବର୍ତ୍ତମାନ ହାଇଦର ଚୌଦ୍ୱାର ଜେଲ ଆଇସୋଲେସନ…

ହାଇଦରକୁ କରୋନା, ରିମାଣ୍ଡ ସ୍ଥଗିତ

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା। RT-PCR ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ବର୍ତ୍ତମାନ ହାଇଦରକୁ ଚୌଦ୍ୱାର ଜେଲରେ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି। ଏଥିସହ ହାଇଦରର ରିମାଣ୍ଡକୁ ମଧ୍ୟ ସ୍ଥଗିତ କରାଯାଇଛି। ଆଜି ଠାରୁ ୭ ଦିନିଆ ରିମାଣ୍ଡରେ…

ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ୱର: ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର। ପୋଲିସକୁ ଚକମା ଦେଇ କଟକ ଏସ୍‌ସିବିରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଗତକାଲି ତେଲେଙ୍ଗାନାରୁ ଗିରଫ ପରେ ଆଜି ଓଡ଼ିଶା ଅଣାଯାଇଛି। ତେଲେଙ୍ଗାନାରୁ ସ୍ୱତନ୍ତ୍ର ବିମାନ ଯୋଗେ ତାକୁ ଓଡ଼ିଶା ଅଣାଯାଇଛି। ବିମାନ ବନ୍ଦରରୁ ତାକୁ ସିଧାସଳଖ କଟକ…

ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ

କଟକ: ଗ୍ୟାଙ୍ଗଷ୍ଟାର ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ। କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ। ପୂର୍ବରୁ ଆତ୍ମସମର୍ପଣ କରିବା ନେଇ ଗଣମାଧ୍ୟମରେ ଆଗରେ କହିଥିଲା ୟାକୁବ। ଏଥିସହ ହାଇଦରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରଖିଛି କମିଶନରେଟ୍‌ ପୋଲିସ। ଗତକାଲି ଏକ…