୪ ଖେଳାଳି କଲେ ଟି-୨୦ ଡେବ୍ୟୁ, ୬ ବୋଲର…
କଲମ୍ବୋ: ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଛି ଦ୍ବିତୀୟ ଟି-୨୦ ମ୍ୟାଚ୍। ଶ୍ରୀଲଙ୍କା ଦଳ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଛି। ଯାହାଫଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ। ଏଥିସହିତ ଟିମ୍ ଇଣ୍ଡିଆ ୪ ଖେଳାଳି ଟି-୨୦ ଡେବ୍ୟୁ କରିଛନ୍ତି।
ଋତୁରାଜ ଗାଏକଓ୍ବାଡ, ଦେବଦତ୍ତ…