Odisha Link
Bridging the Missing Links in Odisha
Browsing Tag

IND Vs SL

ଶେଷ ଦିନିକିଆରେ ଟସ୍‌ ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଚଳିତ ଭାରତ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍‌ ଆରମ୍ଭ ହୋଇଛି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ସେହିପରି ସିରିଜ ହାରିଥିବା ଶ୍ରୀଲଙ୍କା ଦଳ ପ୍ରଥମେ ବୋଲିଂ କରିବ। ଭାରତୀୟ ଦଳ ପୂର୍ବ ଅପରିବର୍ତ୍ତିତ…

ମ୍ୟାଚ୍‌ ଜିତିବା ସହ ସିରିଜ ପକ୍କା କଲା…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତର ଦମଦାର ବିଜୟ। ଶ୍ରୀଲଙ୍କାକୁ ୪ ଓ୍ବିକେଟରେ ମାତ୍‌ ଦେଇ ମ୍ୟାଚ ଜିତିବା ସହିତ ଦିନିକିଆ ସିରିଜ ନିଜ ନାମରେ କରିଛି ଟିମ୍‌ ଇଣ୍ଡିଆ। ୨୧୬ ରନର ଟାର୍ଗେଟକୁ ଭାରତ ୪୩ ଓଭର ୨ଟା ବଲରେ ହାସଲ କରିଥିଲା । ଭାରତ ପକ୍ଷରୁ କେଏଲ୍‌ ରାହୁଲ ଅପରାଜିତ…

ରାଜକୋଟରେ…

ଓଏଲ୍‌ ବ୍ୟୁରୋ: ନିର୍ଣ୍ଣାୟକ ମ୍ୟାଚରେ ଟିମ୍‌ ଇଣ୍ଡିଆର ଦମଦାର ବ୍ୟାଟିଂ ପ୍ରଦର୍ଶନ। ଟି-୨୦ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ମୋଟ ୨୨୮ ରନ୍‌ କରିଛି ଭାରତ। ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ସାଙ୍ଗକୁ ଶୁଭମନ ଗିଲ୍‌ ଓ ରାହୁଲ…

ମ୍ୟାଚ୍‌ ଜିତିବ ଯିଏ, ସିରିଜ ହାତେଇବ ସିଏ

ଓଏଲ୍‌ ବ୍ୟୁରୋ: ଆଜି ସନ୍ଧ୍ୟାରେ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍‌ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ରାଜକୋଟରେ ଏହି ହାଇଭୋଲଟେଜ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚର ଅଳ୍ପକେ ହାରିବା ପରେ ଦ୍ୱିତୀୟ ମ୍ୟାଚ ଜିତି ଏସିଆ କପ୍‌ ବିଜେତା ଶ୍ରୀଲଙ୍କା ଟିମ୍ ଭାରତୀୟ ଦଳକୁ କଡ଼ା ଆହ୍ୱାନ…

ଦାସୁନ ଶଣକାଙ୍କ ବିସ୍ଫୋରକ ଇନିଂସ୍, ଭାରତ…

ଓଏଲ୍‌ ବ୍ୟୁରୋ: ପୁଣେରେ ଖେଳାଯାଉଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାର ଦମଦାର ବ୍ୟାଟିଂ ପ୍ରଦର୍ଶନ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ଓଭରରେ ଓ୍ବିକେଟ ହରାଇ ମୋଟ ରନ୍‌ କରିଛି । ଭାରତର ଖରାପ ବୋଲିଂର ଫାଇଦା ଉଠାଇ ଶ୍ରୀଲଙ୍କା ଦଳ ୨୦୬ ରନ୍‌ କରିବାରେ ସକ୍ଷମ ହୋଇଛି ।…

ଟିମ୍‌ ଇଣ୍ଡିଆର ଦମଦାର ବିଜୟ, ବର୍ଷର…

ଓଏଲ୍‌ ବ୍ୟୁରୋ: ବର୍ଷର ପ୍ରଥମ ମ୍ୟାଚକୁ ଜିତି ନେଇଛି ଭାରତ। ଶେଷ ବଲରେ ଦମଦାର ବିଜୟ ହାସଲ କଲା ଟିମ୍‌ ଇଣ୍ଡିଆ । ଶ୍ରୀଲଙ୍କାକୁ ୨ ରନରେ ପରାସ୍ତ କରି ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୬୨ ରନ୍‌ କରିଥିଲା।…

ଶ୍ରୀଲଙ୍କା ଆଗରେ ୧୬୩ ରନର ଟାର୍ଗେଟ…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଲେ ଦୀପକ ହୁଡ଼ା ଓ ଅକ୍ଷର ପଟେଲ। ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ମୋଟ ୧୬୨ ରନ କରିବାରେ ସଫଳ ହୋଇଛି। ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଆଗରେ ୧୬୩ ରନର ବିଜୟ…

ରୋହିତ ଶର୍ମା କଲେନି କଲ୍‌, ସୋସିଆଲ…

ଓଏଲ୍‌ ବ୍ୟୁରୋ: ଓ୍ବେଷ୍ଟଇଣ୍ଡିଜକୁ ଧୂଳି ଚଟାଇବା ପରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଦମଦାର ଆରମ୍ଭ କରିଛି ହିଟ୍‌ ମ୍ୟାନ୍‌ଙ୍କ ସୁପର ଟିମ୍। ଶ୍ରୀଲଙ୍କର ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଯାହାକୁ ନେଇ ରୋହିତ…

୪ ଖେଳାଳି କଲେ ଟି-୨୦ ଡେବ୍ୟୁ, ୬ ବୋଲର…

କଲମ୍ବୋ: ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଛି ଦ୍ବିତୀୟ ଟି-୨୦ ମ୍ୟାଚ୍। ଶ୍ରୀଲଙ୍କା ଦଳ ଟସ୍‌ ଜିତି ବୋଲିଂର ନିଷ୍ପତ୍ତି ନେଇଛି। ଯାହାଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ। ଏଥିସହିତ ଟିମ୍‌ ଇଣ୍ଡିଆ ୪ ଖେଳାଳି ଟି-୨୦ ଡେବ୍ୟୁ କରିଛନ୍ତି। ଋତୁରାଜ ଗାଏକଓ୍ବାଡ, ଦେବଦତ୍ତ…

ଶେଷ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ପୁଣେ: ଆଜି ପୁଣେରେ ମୁହାମୁହିଁ ହେବେ ଭାରତ-ଶ୍ରୀଲଙ୍କା। ଉଭୟ ଦଳ ତୃତୀୟ ତଥା ଅନ୍ତିମ ଟି-୨୦ ଖେଳିବେ। ନିର୍ଣ୍ଣାୟକ ମ୍ୟାଚରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଟସ୍‌ ଜତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଟିମ୍‌ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିବ।…