ମୋତେ କାଳିଆ ପାଖକୁ ନେଇ ଚାଲ…
କଟକ: ଏକାଠି ଜନ୍ମ ହୋଇଥିଲେ। ଦୀର୍ଘ ୧୪ ମାସ ହେଲା ଗୋଟିଲ ଜାଗାରେ ଖେଳୁଥିଲେ, ହସୁଥିଲେ। ହେଲେ ବୁଧବାର ଜଗାକୁ ଏକାକରି କାଳିଆ ସବୁଦିନ ପାଇଁ ଚିରନିଦ୍ରାରେ। ହେଲେ ନିୟତିର ଏହି ଦାରୁଣ ସତ୍ୟକୁ ବୁଝିବା ପାଇଁ ଜଗାର ସେହି କଅଁଳ ମନର ସାମର୍ଥ୍ୟ ନାହିଁ। ପାଖରେ ଭାଇକୁ ନପାଇ ଝୁରି ହେଉଛି ଜଗା। ଗାଁରେ…