ଜାପାନରେ ବଡ଼ ଧରଣର ଭୂକମ୍ପ: ୩୦ ଟପିଲା…
ଓଏଲ୍ ବ୍ୟୁରୋ: ନୂଆବର୍ଷ ଆରମ୍ଭରୁ ଜାପାନରେ ବଡ଼ ଧରଣର ଭୂମିକମ୍ପ ହୋଇଛି। ବାରମ୍ବାର ଭୁମିକମ୍ପ ହେବା ପରେ ଜାପାନାରେ ବର୍ତ୍ତମାନ ସୁନାମୀ ଆସିଛି। ଜାପାନରେ ବଡ଼ ଧରଣର ଭୂକମ୍ପରେ ୩୦ ଟପିଲା ମୃତ୍ୟୁ ସଂଖ୍ୟା। ୧୫୫ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ଏହି ଭୂକମ୍ପରେ ଲୋକେ ଭୟଭିତ…