Odisha Link
Bridging the Missing Links in Odisha
Browsing Tag

kuchinda

ହାତୀ ଆକ୍ରମଣରେ ମା’ ଓ ପୁଅ ମୃତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ପଞ୍ଚାୟତ ଅଖରାଦାଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରିନା ମୁଣ୍ଡା ଓ ପୁଅ ସାହିଦ ମୁଣ୍ଡା।…

ବିଷାକ୍ତ ଦହି ଖାଇ ୨୦ରୁ ଅଧିକ ଲୋକ…

କୁଚିଣ୍ଡା: ବିଷାକ୍ତ ଦହି ଖାଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି।ଗୁରତର ଅବସ୍ଥାରେ ସେମାନଙ୍କୁ କନ୍ତରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗତକାଲି କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳର ବେନିଆପୋଷୀ,…

ଲୁଟ୍‌ ମାମଲାରେ ୧୦ ଲକ୍ଷ ଜବତ, ୯ ଗିରଫ

କୁଚିଣ୍ଡା: ବ୍ୟାଙ୍କ ଗାଡ଼ିରୁ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟ ଘଟଣାରେ କୁଚିଣ୍ଡା ପୁଲିସ ଜଣେ ନାବାଳକ ସମେତ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୧୦ ଲକ୍ଷ ୯ ହଜାର ଟଙ୍କା ସହ ସୁନା ଗହଣା ଜବତ କରିଛି। ଏଥିସହ ଅଭିଯୁକ୍ତମାନଙ୍କ ଠାରୁ କଟୁରୀ, ଛୁରା, ୭ଟି ବାଇକ, ୮ଟି ମୋବାଇଲ ଓ…

ଭିଜିଲାନ୍ସ ଜାଲରେ ଏନଏସିର ସହକାରୀ…

ସମ୍ବଲପୁର : ସମ୍ବଲପୁର ଜିଲା କୁଚିଣ୍ଡାରେ ଏନଏସିର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏହି ଚଢାଉ କରିଛି। କୁଚିଣ୍ଡାରେ ଥିବା ୨ଟି ଘରେ ଏବଂ ଘୋଷା ସ୍ଥିତ ଗୋଟିଏ ଘରେ ଭିଜିଲାନ୍ସ ଚଢାଉ କରିଛି।…

କୁଚିଣ୍ଡା ଉପଖଣ୍ଡସ୍ତରୀୟ ଡାକ୍ତରଖାନା…

ଭୁବନେଶ୍ୱର :ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଅଚାନକ କୁଚିଣ୍ଡା ଗସ୍ତ କରି ‘ମୋ ସରକାର’ ଯୋଜନାର ପ୍ରକୃତ ସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ବୁଲି ଦେଖିଥିଲେ । ରୋଗୀମାନଙ୍କୁ ସେମାନଙ୍କ ସୁବିଧା-ଅସୁବିଧା ପଚାରି ବୁଝିବା ସହ ଠିକ୍‌ ଭାବେ…