Odisha Link
Bridging the Missing Links in Odisha
Browsing Tag

Prime Minister of India

ଆରମ୍ଭ ହେଲା ମୋଦି ୩.୦, ପ୍ରାୟ ୬ ଦଶନ୍ଧି…

ଓଏଲ୍‌ ବ୍ୟୁରୋ: “ମୁଁ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି, ଈଶ୍ୱରଙ୍କ ନାଁରେ ଶପଥ କରୁଛି…। ୨୦୧୪ ମେ’ ୨୬, ୨୦୧୯ ମେ’ ୩ ପରେ, ୨୦୨୪ ଜୁନ୍‌ ୯ ତାରିଖରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଏଭଳି ଢଙ୍ଗରେ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ପ୍ରାୟ ୬ ଦଶନ୍ଧି ପରେ,…

ଆଜିଠୁ ମୋଦି ୩.୦ : ପ୍ରାୟ ୬ ଦଶନ୍ଧି ପରେ…

ଓଏଲ୍‌ ବ୍ୟୁରୋ: ଆଜି ଇତିହାସ ଲେଖିବ-ରାଷ୍ଟ୍ରପତି ଭବନର ରବିବାର ସନ୍ଧ୍ୟା। ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବନିବେ ଆଉ ଜଣେ ନେତା। ଜବାହରଲାଲ ନେହରୁଙ୍କ ପରେ ହ୍ୟାଟ୍ରିକ୍ କରିବାରେ, ନରେନ୍ଦ୍ର ମୋଦି ବନିବେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ଆଜି ସନ୍ଧ୍ୟା ୭ଟା ୧୫ ମିନିଟରେ…

ଜୁନ୍‌ ୮ ନୁହେଁ ଏହି ତାରିଖରେ…

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ଦେଶରେ ମୋଦି ୩.୦ ଆରମ୍ଭ ହେବାକୁ ଯାଉଛି। ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ଚଳିତ ନିର୍ବାଚନରେ ମୋଦି ମ୍ୟାଜିକ ସେତେଟା ଭଲ କାମ କରିନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ଦେଶରେ…

ଆରମ୍ଭ ହେଲା ନୂତନ ସଂସଦ ଭବନର ଭୂମିପୂଜା

ନୂଆଦିଲ୍ଲୀ: ଆରମ୍ଭ ହେଲା ନୂତନ ସଂସଦ ଭବନର ଭୂମି ପୂଜା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ଭବନ ନିର୍ମାଣ ହେବାର ଲକ୍ଷ ରହିଛି। ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥି ସାମିଲ ହୋଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତା,…

ସମାଜ ବଦଳିଛି, ବୁଦ୍ଧଙ୍କ ବାର୍ତ୍ତା…

ନୂଆଦିଲ୍ଲୀ: ସାରା ବିଶ୍ବ ମହମାରୀ କରେନା ଭାଇରସ୍‌ ବିପକ୍ଷରେ ଲଢ଼ୁଛି। ଏହି ସମୟରେ କରୋନା ଯୋଦ୍ଧାମାନଙ୍କୁ ସାରା ବିଶ୍ବ ସଲାମ କରୁଛି। ଏହାରି ମଧ୍ୟରେ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦୁନିଆର ଅନେକ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ଏହି ଅବସରରେ…

ନରେନ୍ଦ୍ର ମୋଦୀଙ୍କୁ ସଞ୍ଜୟ ଲୀଲା…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜିବନୀ ଉପରେ ଆଉ ଏକ ସିନେମା ହେବାକୁ ଯାଉଛି। ଏହି ସିନେମାର ପୋଷ୍ଟର ରିଲିଜ ହୋଇଯାଇଛି । ପୋଷ୍ଟରଟିକୁ ଅକ୍ଷୟ କୁମାର ଏବଂ ପ୍ରଭାସଙ୍କ ସହ ଅନେକ ଅଭିନେତା ଟ୍ଵିଟ୍ ରେ ସେୟାର କରିଛନ୍ତି। ସିନେମାର ନାମ "ମନ ବୈରାଗୀ" ରଖାଯାଇଛି। କିଛି ଦିନ ପୂର୍ବରୁ ମୋଦୀଙ୍କ ଜିବନୀ…