Odisha Link
Bridging the Missing Links in Odisha
Browsing Tag

Ranji Trophy

ରଣଜୀ ମ୍ୟାଚ: ସର୍ଭିସେସ୍‌ ବିପକ୍ଷରେ…

ଭୁବନେଶ୍ବର: ଚଳିତ ରଣଜୀ ସିଜିନରେ ଓଡ଼ିଶା ଦଳର ଚମତ୍କାର ପ୍ରଦର୍ଶନ। ଓଡ଼ିଶା ଦଳ ତାର ଦ୍ବିତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି। ଓଡ଼ିଶାର ଇନିଂସ ବିଜୟ ହୋଇଛି। ସର୍ଭିସେସକୁ ଏକ ଇନିଂସ ଓ ୩୧ ରନରେ ହରାଇଛି ଓଡ଼ିଶା। ଇନିଂସ ବିଜୟ ପାଇଁ ଓଡ଼ିଶାକୁ ୭ପଏଣ୍ଟ ମିଳିଛି। ପ୍ରଥମ ଇନିଂସରେ ଓଡ଼ିଶା ୫୪୦ରନ୍…

ରଣଜୀ ଟ୍ରଫି: ୨୭୧ ରନରେ ଅଲଆଉଟ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଚଳିତ ରଣଜୀ ଟ୍ରଫିର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ଓଡ଼ିଶା ଦଳ ତାର ଦ୍ବିତୀୟ ମ୍ୟାଚରେ ସର୍ଭିସେସକୁ ଭେଟିଛି। ପ୍ରଥମ ମ୍ୟାଚ ଭଳି ଦ୍ବିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଓଡ଼ିଶା। ମ୍ୟାଚର ପ୍ରଥମ ଦିବସରେ ଭେଟେରାନ୍…

ରଣଜୀ ଟ୍ରଫି: ଓଡ଼ିଶାର ଇନିଂସ୍ ବିଜୟ,…

ରାୟପୁର: ଜବରଦସ୍ତ ବିଜୟ ସହ ଚଳିତ ରଣଜୀ ସିଜିନ ଆରମ୍ଭ କରିଛି ଓଡ଼ିଶା ଦଳ। ରଣଜୀ ଟ୍ରଫିର ପ୍ରଥମ ମ୍ୟାଚରେ ଓଡ଼ିଶାକୁ ଜବରଦସ୍ତ ବିଜୟ ମିଳିଛି। ପେସବାହିନୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶାକୁ ପୂର୍ଣ୍ଣ ୭ ପଏଣ୍ଟ…

ଓଡ଼ିଶା-ଛତିଶଗଡ଼ ରଣଜୀ ମ୍ୟାଚ: ଚମକିଲେ…

ଭୁବନେଶ୍ବର: ଚଳିତ ସିଜିନର ପ୍ରଥମ ରଣଜୀ ମ୍ୟାଚରେ ଚମକିଲେ ଓଡ଼ିଶା ରଣଜୀ ଦଳର ପେସ୍‌ ବୋଲର। ଓଡ଼ିଶା ରଣଜୀ ଟିମର ପେସ୍‌ ବୋଲର ରାଜେଶ ମହାନ୍ତି ପ୍ରଥମ ମ୍ୟାଚରେ ଦମ୍‌ ଦେଖାିଛନ୍ତି। ସେ ମାତ୍ର ୪୭ ରନ୍‌ ଦେଇ ୬ ଓ୍ଵିକେଟ୍‌ ଦଖଲ କରିବା ଯୋଗୁଁ ଓଡ଼ିଶା ଦଳ ଛତିଶଗଡ଼କୁ ମାତ୍ର ୧୩୪ ରନ୍‌ରେ ଅଲ୍‌ଆଉଟ୍‌ କରି…