Odisha Link
Bridging the Missing Links in Odisha
Browsing Tag

RTO Office

ଦଶହରାରେ ଖୋଲା ରହିବ ଆରଟିଓ ଅଫିସ

ଭୁବନେଶ୍ୱର: ଗାଡ଼ି ପଞ୍ଜିକରଣ ପାଇଁ ଦଶହରାରେ ମଧ୍ୟ ଖୋଲା ରହିବ ଆରଟିଓ ଅଫିସ। ଆସନ୍ତା ୨୪ ଓ ୨୬ ତାରିଖ ଦିନ ସମସ୍ତ ଆରଟିଓ ଅଫିସ ଖୋଲା ରହିବ। ଉଭୟ ଦିନ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ରହିବ। ଦଶହରାରେ ଆରଟିଓ ଅଫିସ ଖୋଲା ରହିବା ସମ୍ପର୍କରେ ସୂଚନା ଦିଆଯାଇଛି।

ଆଜିଠାରୁ ରାଜ୍ୟରେ ଖୋଲିବ ଆରଟିଓ

ଭୁବନେଶ୍ବର: କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଆଜିଠାରୁ ରାଜ୍ୟରେ ଖୋଲିବ ଆରଟିଓ ଅଫିସ। ଏନେଇ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲୋକଙ୍କୁ ମାନିବାକୁ ପଡିବ ସାମାଜିକ ଦୂରତା, ସାନିଟାଇଜ୍ କରିବା ସହ ପିନ୍ଧିବାକୁ ପଡିବ ମାସ୍କ। ରାଜ୍ୟର ସମସ୍ତ ଆରଟିଓ,…

ଆରଟିଓ ଅଫିସ୍‌ରେ ଭିଡ଼ ନ କରିବାକୁ…

ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଉଛି। ସପିଂ ମଲ୍‌, ସ୍କୁଲ ଆଦି ବନ୍ଦ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗହଳିକୁ ଏଡ଼ାଇକୁ ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟତ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି କାମ ପାଇଁ ଘରୁ ନ…

ସରୁଛି ଅବଧି; ରାଜ୍ୟର ବିଭିନ୍ନ ଆରଟିଓ…

ଭୁବନେଶ୍ବର: ସରୁଛି ଆରଟିଓ ଅବଧି ଏଥିପାଇଁ ଗାଡ଼ି କାଗଜପତ୍ର ଠିକ କରାଇନେବା ପାଇଁ ଲୋକଙ୍କ ଭିତରେ ତତ୍ପରତା ଦେଖାଦେଇଛି। ସାରା ରାଜ୍ୟରେ ଆରଟିଓ ଅଫିସ ଗୁଡିକ ସାମ୍ନାରେ ପ୍ରବଳ ଗହଳି ଲାଗିରହିଛି। ନୂଆ ଟ୍ରାଫିକ ନିୟମ ଲାଗୁ ପାଇଁ ବାକି ରହିଛି ମାତ୍ର ୨୪ ଘଣ୍ଟାର ମହଲତ। କାଲିଠୁ ରାଜ୍ୟରେ କଡାକଡ଼ି ହେବ ନୂଆ…

ଆଉ ଲାଗିବନି ଆରଟିଓ ଅଫିସରେ ଲମ୍ବା ଲାଇନ୍

ଭୁବନେଶ୍ବର: ଏଣିକି ଆଉ ଆରଟିଓ ଅଫିସରେ ଫି’ ଦାଖଲ ପାଇଁ କାଉଣ୍ଟର‌୍‌ ସାମ୍ନାରେ ଲମ୍ବା ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ। ଅନ୍‌ଲାଇନ୍‌ରେ ମାଧ୍ୟମରେ ଚାଳକମାନେ ସମସ୍ତ ଫି ଦାଖଲ କରିପାରିବେ। ଏହି ଏକକ ରସିଦ୍‌ ବ୍ୟବସ୍ଥା ଆସନ୍ତା ୧୭ ତାରିଖରୁ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆରମ୍ଭ ହେବା…

ଟ୍ରାଫିକ ନିୟମ କୋହଳ ହେବା ପରେ ଅଫିସ…

ଭୁବନେଶ୍ବର: ଟ୍ରାଫିକ ନିୟମ କୋହଳ ହେବା ପରେ ଲୋକ ହୋଇଛନ୍ତି ବେଫିକର। ଆଉ ଖାଲି ଅଛି ଆରଟିଓ ଅଫିସ ଡିସେମ୍ବର ପହିଲାରୁ ଟ୍ରାଫିକ ନିୟମକୁ କଡାକଡି କରିବାକୁ ସରକାର ଘୋଷଣା କରିଥିଲେ। ଆଉ ଏହାପୂର୍ବରୁ ଅଫିସଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆଉ ୩ ମାସ ପାଇଁ…

ଆରଟିଓରେ ୯ଲକ୍ଷ ଆବେଦନକାରୀ

ଭୁବନେଶ୍ୱର: ଆଉ ମାତ୍ର ଦୁଇ ଦିନ ପରେ ରାଜ୍ୟରେ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ। ଏଥିପାଇଁ ସାରା ରାଜ୍ୟରେ ଥିବା ଆରଟିଓ ଅଫିସରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ରାଜ୍ୟର ଏପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପାଇଁ ମୋଟ ୮ଲକ୍ଷ ୮୯ ହଜାର ଜଣ ଆବେଦନ କରିଥିବା ବିଧାନସଭାର ପ୍ରଶ୍ନକାଳରେ ପରିବହନ…

ଆଉ ମାତ୍ର ଦୁଇ ଦିନ ପରେ ଟ୍ରାଫିକ୍‌…

ଭୁବନେଶ୍ୱର: ଟ୍ରାଫିକ୍ ନିୟମ କୋହଳର ଡେଡ୍‌ଲାଇନ୍‌ ହାତରେ ଆଉ ମାତ୍ର ୨ ଦିନ ରହିଛି। ଡିସେମ୍ବର ପହିଲାରୁ ପୁଣି ଟ୍ରାଫିକ ନିୟମ କଡ଼ାକଡ଼ି ହେବ। ହେଲେ ଆରଟିଓ ଅଫିସ ଆଗରୁ ଏଯାଏ ଲୋକଙ୍କ ଭିଡ଼ କମୁନି। ବରଂ ଡେଡ୍‌ଲାଇନ ଯେତିକି ପାଖଉଛି, ଭିଡ଼ର ଆକାର ସେତିକି ବଢୁଛି। ଏମିତିକି ସକାଳ ଭିଡ଼ରୁ ବର୍ତ୍ତିବା ପାଇଁ…

ଆରଟିଓରେ ଅସମ୍ଭାଳ ଭିଡ଼; କାଉଣ୍ଟର ଅଭାବ

ଭୁବନେଶ୍ବର: ଡିସେମ୍ବର ୧ ଯେତିକି ପାଖୋଉଛି ଲୋକଙ୍କ ମନରେ ଭୟ ସେତିକି ବଢ଼ି ବଢ଼ି ଚାଲିଛି। ସକାଳ ହେଲେ ରାଜ୍ୟର ସମସ୍ତ ଆରଟିଓରେ ଲାଗୁଛି ଲମ୍ବା ଲାଇନ। କାଉଣ୍ଟର ଅଭାବରୁ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଅଧିକ କାଉଣ୍ଟର ଖୋଲି ଲୋକମାନଙ୍କୁ ସେବା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି…

ପୁଣି ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ

ଭୁବନେଶ୍ବର: ପୁଣି ଥରେ ରାଜଧାନୀର ୨ଟି ଆରଟିଓ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଉଠିଛି। ଡିସେମ୍ବର ୧ରୁ ଆର୍‌ଟିଓ ନିୟମ କଡ଼ାକଡ଼ି କରାଯିବ ବୋଲି ଖବର ପ୍ରକାଶ ପାଇବା ପରେ ଲୋକମାନେ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ଫିଟ୍‌ନେସ୍‌, କାଗଜପତ୍ର ପାଇଁ ବୁଧବାର ଆର୍‌ଟିଓ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘସମୟ ଧରି ଅପେକ୍ଷା…