Odisha Link
Bridging the Missing Links in Odisha

ଦଶହରାରେ ଖୋଲା ରହିବ ଆରଟିଓ ଅଫିସ

ଭୁବନେଶ୍ୱର: ଗାଡ଼ି ପଞ୍ଜିକରଣ ପାଇଁ ଦଶହରାରେ ମଧ୍ୟ ଖୋଲା ରହିବ ଆରଟିଓ ଅଫିସ। ଆସନ୍ତା ୨୪ ଓ ୨୬ ତାରିଖ ଦିନ ସମସ୍ତ ଆରଟିଓ ଅଫିସ ଖୋଲା ରହିବ। ଉଭୟ ଦିନ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ରହିବ। ଦଶହରାରେ ଆରଟିଓ ଅଫିସ ଖୋଲା ରହିବା ସମ୍ପର୍କରେ ସୂଚନା ଦିଆଯାଇଛି।

Comments are closed.