Odisha Link
Bridging the Missing Links in Odisha
Browsing Tag

Dushera

ଆଜି ଭସାଣି: କଟକଣା ଜାରି କଲା…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଦୁର୍ଗା ପୂଜା। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା' ଜଗତଜନନୀ। ଏଥିପାଇଁ ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ଭସାଣି ପାଇଁ ଟୁଇନ୍‌ ସିଟିରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ…

ଦଶହରାରେ ଖୋଲା ରହିବ ଆରଟିଓ ଅଫିସ

ଭୁବନେଶ୍ୱର: ଗାଡ଼ି ପଞ୍ଜିକରଣ ପାଇଁ ଦଶହରାରେ ମଧ୍ୟ ଖୋଲା ରହିବ ଆରଟିଓ ଅଫିସ। ଆସନ୍ତା ୨୪ ଓ ୨୬ ତାରିଖ ଦିନ ସମସ୍ତ ଆରଟିଓ ଅଫିସ ଖୋଲା ରହିବ। ଉଭୟ ଦିନ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ରହିବ। ଦଶହରାରେ ଆରଟିଓ ଅଫିସ ଖୋଲା ରହିବା ସମ୍ପର୍କରେ ସୂଚନା ଦିଆଯାଇଛି।

ଆଜି ପବିତ୍ର ବିଜୟା ଦଶମୀ, ଜାଣନ୍ତୁ କଟକ…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ବିଜୟା ଦଶମୀ। ଗାଁ ଠୁ ସହର ଦଶହରା ପାଳନ କରିବା ପାଇଁ ଉତ୍ସବମୁଖର ହୋଇଉଠିଛି। ରାଜ୍ୟରେ କଟକ ସହର ଦଶହରା ବେଶ୍‌ ପ୍ରସିଦ୍ଧ। ଓଡ଼ିଶାର ପୁରୁଣା ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ବିତୀୟ ସହର ଯେଉଁଠି ବହୁ ଆଡମ୍ବର ସହକାରେ ଦୂର୍ଗା ପୂଜା…