Odisha Link
Bridging the Missing Links in Odisha
Daily Archives

October 22, 2020

ଏକାଧିକ ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ…

ନୂଆଦିଲ୍ଲୀ : ୨୦୨୧ ଠାରୁ ଏକାଧିକ ଆଞ୍ଚଳିକ ଭାଷାରେ ଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ବର୍ଷଠାରୁ ବିଭିନ୍ନ ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ହେବ ବୋଲି ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି । ନୂତନ ଶିକ୍ଷାନୀତି ୨୦୨୦ଅନୁଯାୟୀ ଜଏଣ୍ଟ ଆଡମିଶନ ବୋର୍ଡ ପକ୍ଷରୁ ଏହି…

ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଇ ୨…

ରେଢ଼ାଖୋଲ: ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଇ ଦୁଇ ଶିକାରୀ ଗିରଫ। ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭିର ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ରେଢାଖୋଲ ବନବିଭାଗ ହାବୁଡରେ ପଡି ୨ ଶିକାରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବେଲାରସେନ ନାଏକ ଓ ରମେଶ ବିଶି। ପ୍ରକାଶ ଯେ, ରେଢାଖୋଲ…

ରାଜ୍ୟରେ ୨୧୨୮ଜଣ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରୁ ଆଜି ୨୪ ଘଣ୍ଟାରେ ୨୧୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୨୫୭୦୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି। ଏହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର ଜରିଆରେ ସୂଚନା ଦିଆଯାଇଛି।…

ବନ ବିଭାଗର ଚଢ଼ାଉ, ୪୦ ଖଣ୍ଡ ପଟା ସହ ୨…

ଫୁଲବାଣୀ: ଆଜି ପୁଇଗୁଡ଼ା ସ୍ଥିତ ପାଟଖଣ୍ଡା ମନ୍ଦିର ଜଙ୍ଗଲ ନିକଟରେ ବନବିଭାଗ ୪୦ଖଣ୍ଡ ପଟା ଜବତ କରିଛି । ଘଟଣା ସ୍ଥଳରୁ ୨ ଜଣ ପଟା କଟାଳିଙ୍କୁୁ ଗିରଫ କରିଛି ବନବିଭାଗ। ଗିରଫ ହୋଇଥିବା ୨ ଜଣ ପଟା କଟାଳି ହେଲେ ପୁଇଗୁଡ଼ା ଗ୍ରାମ ଓଡ଼ିଆ ସାହିାର ପ୍ରତାପ ପାଇକ ଓ ଆଦିବାସୀ ସାହିର ଦେବାନନ୍ଦ କପଟ ପାତ୍ର। ଏହି…

କଟକରେ କରେନା: ୬୭ ନୂଆ ପଜିଟିଭ, ୬୬…

କଟକ: ଆଜି କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୫୦ଟି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ମହାନଗର ଅଞ୍ଚଳରୁ ୬୭ ଜଣ ଅଛନ୍ତି। ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪,୩୫୦କୁ ବୃଦ୍ଧି ପାଇଛି। ସବୁଠାରୁ ବଡ଼ କଥା ହେଲା ଗତ ଦୁଇଦିନ ହେଲାଣି କଟକ ସହରରୁ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ…

ବାଲି ଚୋରା ଚାଲଣ, ପ୍ରଶାସନ ନୀରବ…

ସୁନ୍ଦରଗଡ଼: ଦିନକୁ ଦିନ ବାଲି ଚୋରି ଥମିବାର ନା ନେଉ ନାହିଁ। ଦିନ ଦ୍ଵିପ୍ରହରରେ ଦୁର୍ବୃତ୍ତମାନେ ପୋକଲିନ୍‌ ମେସିନ ଲଗାଇ ଟ୍ରକ, ଟିପ୍ପର ଓ ଟ୍ରାକ୍ଟର ଯୋଗେ ଶହ ଶହ ଟନ୍‌ ବାଲି ଚାଲାଣ କରୁଛନ୍ତି। ଗତ ୩ ଦିନ ହେଲା ଇବ୍‌ ନଦୀ ଲଙ୍କାହୁଡ଼ା ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଘାଟକୁ…

ରିଲାଏନ୍ସ ଜିଓ ପ୍ରଚଳନ କଲା ସ୍ୱଦେଶୀ…

ମୁମ୍ବାଇ: ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍‌କୁ ‘ଜିଓପେଜେସ୍‌’ ନାମରେ କମ୍ପାନୀ ଶୁଭାରମ୍ଭ କରିଛି । ଜିଓପେଜେସ୍ ୱେବ୍ ବ୍ରାଉଜର କ୍ଷିପ୍ର ହେବା ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ…

ବିଜ୍ଞାପନ ପକ୍ଷରୁ ଶିଳ୍ପାନୁଷ୍ଠାନ…

ଭୁବନେଶ୍ବର: ବିଜ୍ଞାପନ ସଂସ୍ଥା ପକ୍ଷରୁ ରାଜ୍ୟର ଶିଳ୍ପାନୁଷ୍ଠାନ ସଂପର୍କିତ ତଥ୍ୟ ସମ୍ବଳିତ ଡାଇରେକ୍ଟୋରୀ “ଆମ ସମୟର ଶିଳ୍ପ” ଉନ୍ମୋଚିତ ହୋଇଯାଇଛି । ୟୁସିସିଆଇ ପରିସରରେ ଆୟୋଜିତ ଏହି ଉନ୍ମୋଚନ ସମାରୋହରେ ୟୁସିସିଆଇର ସଭାପତି ରମେଶ ମହାପାତ୍ର, ଏମଏସଏମଇ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାଶ, ଟାଟା…

କରୋନା: ଭୁବନେଶ୍ୱରରୁ ୨୦୧ ନୂଆ ସଂକ୍ରମିତ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ମୋଟ୍‌ ୨୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୪ ଜଣ ସଙ୍ଗରୋଧ ଓ ୧୫୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚିତ କରାଯାଇଛି। ତେବେ ସଂକ୍ରମିତଙ୍କ ଠାରୁ…

ପୁଣି ବାଘ ଛାଲ ଜବତ, ଜଣେ ଯୁବକ ଅଟକ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଣି ବାଘ ଛାଲ ଜବତ ହୋଇଛି। ବନ ବିଭାଗ ଜଣେ ଯୁବକକୁ ଅଟକ ରଖିଛି। ଯୁବକର ନାମ ଅର୍ଜୁନ ଗୁଣ୍ଡା। ତାଙ୍କର ଓଡ଼ିଶା ବାହାରେ ଲିଙ୍କ୍‌ ଥିବା ସନ୍ଦେହ ନେଇ ତଦନ୍ତ ଚାଲିଛି। ଫୁଲବାଣୀ ବନାଞ୍ଛଳ ଅଧିକାରୀ ସଚ୍ଚିଦାନନ୍ଦ ସେଠୀ କହିଛନ୍ତି ସବିଶେଷ ତଥ୍ୟ ପରେ ପ୍ରଦାନ କରାଯିବ।…