Odisha Link
Bridging the Missing Links in Odisha
Daily Archives

October 22, 2020

ଅବପାତଜନିତ ବର୍ଷା: ରାଜ୍ୟର ସବୁ…

ଭୁବନେଶ୍ବର: ତୀବ୍ର ଅବପାତଜନିତ ବର୍ଷାକୁ ନେଇ ରାଜ୍ୟ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସଆରସି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚିଠିରେ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ଏହାସହ ତଳିଆ ଅଞ୍ଚଳରେ ଜଳମଗ୍ନ ଓ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ…

୫-ଟି କାର୍ଯ୍ୟକ୍ରମରେ ସ୍ବଚ୍ଛତା ଓ…

ଭୁବନେଶ୍ବର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା - ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରେସନ…

ନିଆରା ଢ଼ଙ୍ଗରେ ଫଟୋଶୁଟ କଲେ ମହିଳା…

ନୂଆଦିଲ୍ଲୀ: ନିଜ ବିବାହର ସ୍ମୃତିକୁ ଅନେକ ଲୋକ ସଜ୍ଜେଇ ରଖିବା ପାଇଁ ଚାହିଁଥାନ୍ତି। ତେଣୁ ସେମାନେ କୌଣସି ପାହାଡ଼ିଆ ସ୍ଥାନ, ବରଫ ଚାଦରରେ ଆଦୃତ ସ୍ଥାନ କିମ୍ବା ଅନ୍ୟ କୌଣସି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ବାଛନ୍ତି। ତେବେ ବାଂଲାଦେଶର ମହିଳା କ୍ରିକେଟର ସଞ୍ଜିଦା ଇସଲାମ୍ ନିଆରା ଅନ୍ଦାଜରେ ନିଜର ବିବାହ…

ନାହିଁ ନାହିଁରେ ବାଲେଶ୍ବର: ଅପରାଜିତା

ଭୁବନେଶ୍ବର: ବାଲେଶ୍ବରରେ ନିର୍ବାଚନ ପ୍ରଚାର ସହ ଅପରାଜିତା ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରେସମିଟ୍‌ ମଧ୍ୟ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ବାଲେଶ୍ବର ପାଇଁ ସରକାରଙ୍କର କୌଣସି ଭିଜନ ଡକ୍ୟୁମେଣ୍ଟ ନାହିଁ। ଗାନ୍ଧି ସ୍ମୃତି ଭବନ…

କରୋନ: ରାଜଧାନୀରେ ୨୮ ହଜାର ଟପିଲା…

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ଆଉ ୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ କ୍ବାରେଣ୍ଟାଇନରୁ ଓ ୧୩୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ଦିଆଯାଇଛି। ଏଥି ସହିତ…

ଯୁକ୍ତ ୩ ପାଇଁ ପ୍ରକାଶ ପାଇଲା ଦ୍ବିତୀୟ…

ଭୁବନେଶ୍ୱର: ଆଜି ଯୁକ୍ତ ୩ କଲେଜରେ ଖାଲି ଥିବା ସିଟ୍‌ରେ ନାମଲେଖା ଲାଗି ଦ୍ଵିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ ମାର୍କ ପ୍ରକାଶ ପାଇଛି। ନାମଲେଖା ଲାଗି ୨୨ ହଜାର ୦୧୬ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କଳା ବିଭାଗରେ ସର୍ବାଧିକ ୧୨ ହଜାର ୦୬୯, ପଦାର୍ଥ ବିଜ୍ଞାନରେ ୪ ହଜାର ୧୧୯,…

ବନ୍ଧୁକ ଦେଖାଇ ଲୁଟି ନେଲେ ୬୦ ହଜାର…

ଢ଼େଙ୍କାନାଳ: ବନ୍ଧୁକ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୬୦ ହଜାର ଟଙ୍କା, ମୋଟର ସାଇକେଲ ଏବଂ ମୋବାଇଲ ଫୋନ୍‌ ଲୁଟ ନେଇଛନ୍ତି ଦୁର୍ବୃତ୍ତ। ଢେଙ୍କାନାଳ ଗଁନ୍ଦିଆ ଥାନା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ରାଧାଦେଇପୁର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରକାଶ ଯେ, ଦୁଇଜଣ ଦୁର୍ବୃତ୍ତ…

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ଜାତୀୟ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଜାତୀୟ ଶିକ୍ଷା ନୀତି -୨୦୨୦ ଶୀର୍ଷକ ଏକ ୱେବିନାର୍ ଅନୁଷ୍ଠିତ ହୋଇଯାଇଛି । ଏହି ୱେବିନାର୍‌ରେ ସୋଆ କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର ସାମଗ୍ରିକ ଓ ସନ୍ତୁଳିତ ସ୍ୱାସ୍ଥ୍ୟ ଜାତୀୟ ଶିକ୍ଷୀ ନୀତିର…

ସୈଫ୍‌ ଙ୍କୁ ବିବାହ କରିବାକୁ ଚାହାଁନ୍ତି…

ମୁମ୍ବାଇ: ଆଜି ବଲିଉଡ଼ ସୁନ୍ଦରୀ ତଥା ଲୋକପ୍ରିୟ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଜନ୍ମ ଦିନ। ସେ ୩୨ବର୍ଷ ବୟସରେ ପାଦ ଦେଇଛନ୍ତି । ପରିଣିତି ଚୋପ୍ରାଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ୍‌ ରହିଥିବା ବେଳେ କିନ୍ତୁ ସେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କର ସବୁଠୁ ବଡ଼ ଫ୍ୟାନ୍‌ ଅଟନ୍ତିବୋଲି ସେ କହିଛନ୍ତି । ସେ ଆହୁରି…

ଦାଦାବଟି ମାଗି ଦୁଇ ଗିରଫ

କଟକ: କଟକ ବିଲ୍ଡରଙ୍କ ଠାରୁ ୨୦ ଲକ୍ଷ ଦାଦାଵଟି ମାଗିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୨ଟି ବନ୍ଧୁକ ୨ରାଉଣ୍ଡ ଗୁଳି ଜବତ। ମର୍କତ ନଗର ଥାନା ପୋଲିସ ଦ୍ଵାରା ଅଭିଯୁକ୍ତ ଦ୍ୱୟ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଲେ ଜିତେନ୍ଦ୍ର ପରିଡ଼ା ଗୋବିନ୍ଦ ସାହୁ ଗିରଫ। ଜିତେନ୍ଦ୍ର…