Odisha Link
Bridging the Missing Links in Odisha
Browsing Tag

Sasmit Patra

ବିରୋଧୀଙ୍କ ଉପରେ ବର୍ଷିଲେ ସସ୍ମିତ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ…

ବିଜେପିର ମିଳିତ ସାମ୍ବାଦିକ ସମ୍ମିଳନୀକୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ସକାଳୁ ସୁରୁଖୁରରେ ମତଦାନ ଚାଲିଛି। ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ବିଜୁ ଜନତା ଦଳ ଉପରେ ବର୍ଷିଛି। ଅନ୍ୟପଟେ ବିଜେପିର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଓଡ଼ିଶା ବିଜେପିକୁ କଟାକ୍ଷ…

ନିଜର ରାଜନୈତିକ ଏଜେଣ୍ଡା ପାଇଁ ଓଡ଼ିଶାକୁ…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ାର ୧୫ ବର୍ଷୀୟ ନାବାଳକ ଅପହରଣ ଓ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡା ପ୍ରତିକ୍ରିୟା ରଖିଥିଲେ। କେନ୍ଦ୍ରମନ୍ତ୍ରୀ ଟୁଇଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି…

ବିଜେପିକୁ ଜବାବ ଦେଲେ ସସ୍ମିତ ପାତ୍ର ,…

ଓଏଲ୍ ବ୍ୟୁରୋ : ରାଜ୍ୟସରକାରଙ୍କ ଚାଷୀ ଅବହେଳାକୁ ନେଇ ଆସନ୍ତାକାଲି ଠାରୁ ବିଧାନସଭା ସାମ୍ନାରେ ସତ୍ୟାଗ୍ରହ କରିବାକୁ ଡାକରା ଦେଇଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିବା ପର୍ଯ୍ୟନ୍ତ ବିଜେପି ବିଧାନସଭା ଆଗରେ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି । ରାଜ୍ୟ ସରକାର ଚାଷୀ ମାନଙ୍କ ସମସ୍ୟାକୁ ନ…

ନିଜ କର୍ମୀଙ୍କ ମନୋବଳ ବଢ଼ାଇବାକୁ…

ଭୁବନେଶ୍ୱର: ଆଜି ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏକ ପ୍ରେସ୍ ମିଟରେ ରାଜ୍ୟ ସରକାରଙ୍କ ବିରୋଧରେ କଡ଼ା ବକ୍ତବ୍ୟ ଦେବା ପରେ ବିଜେଡ଼ି ପକ୍ଷରୁ ଏହାର ଜବାବ ଦିଆଯାଇଛି। ଏନେଇ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବାଲେଶ୍ୱର ଓ ତିର୍ତ୍ତୋଲରେ…

ସସ୍ମିତ ପାତ୍ରଙ୍କୁ କରୋନା

ନୂଆଦିଲ୍ଲୀ: ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କର କରୋନ ପଜିଟିଭ୍‌ ରିପୋର୍ଟ ଆସିଛି। ଏନେଇ କରୋନା ପଜିଟିଭ ନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ସସ୍ମିତ ପାତ୍ର। ପଜିଟିଭ ଚିହ୍ନଟ ପରେ ଏବେ ହୋମ୍‌ ଆଇସୋଲେସନରେ ଅଛନ୍ତି ସସ୍ମିତ। ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଟେଷ୍ଟ…

କୋଭିଡ୍ ନିୟମ ମାନୁନାହାନ୍ତି ବିଜେପି…

ଭୁବନେଶ୍ବର: ଓଡ଼ିଶାର ବିଜେପି ନେତାମାନେ କୋଭିଡ ମାର୍ଗଦର୍ଶିକା ପାଳନରେ ସହଯୋଗ କରିବା ବଦଳରେ ସକ୍ରିୟ ଭାବେ ଏହାକୁ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି। ଅବସ୍ଥା ଏଭଳି ହୋଇଛି ଯେ ବିଜେପି ନେତାମାନେ ଏବେ ଟିଭିରେ ମୁହଁ ଦେଖାଇବା ପାଇଁ ପ୍ରତିଯୋଗିତା ଚଳାଇଛନ୍ତି। ଏଭଳି ରାଜନୀତି ଖେଳ ଓଡିଶା ବିଜେପିର…

ମିଛ ଖବର ପ୍ରଚାରରେ ସୀମା ଟପୁଛି ରାଜ୍ୟ…

ଭୁବନେଶ୍ବର: ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି। ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର। ଡକ୍ଟର ପାତ୍ର କହିଛନ୍ତି ଯେ ଗତ ତିନି ଚାରି ମାସ ଧରି ଆଶା,…

ବିଧାୟକଙ୍କ ଦୁର୍ବ୍ୟବହାର ଓ କୋଭିଡ୍…

ଭୁବନେଶ୍ବର: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଗତକାଲି ଯେଭଳି ଶହେରୁ ଉର୍ଦ୍ଧ୍ୱ ସମର୍ଥକଙ୍କ ସହିତ କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ସମ୍ବଲପୁର ଜିଲ୍ଲାପାଳଙ୍କ ଦପ୍ତରରେ ଧସେଇ ପଶିଲେ ତାହାକୁ ସମ୍ବଲପୁରର ଜନସାଧାରଣଙ୍କ ସମେତ ସମଗ୍ର ରାଜ୍ୟବାସୀ ଦେଖିଛନ୍ତି । ଯଦି ଶ୍ରୀ ମିଶ୍ର ଜନସ୍ୱାର୍ଥ ପ୍ରସଙ୍ଗ ନେଇ…

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ଓଡ଼ିଆ…

ନୂଆଦିଲ୍ଲୀ : ଓଡ଼ିଶା ପାଇଁ ଭଲ ଖବର। ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି। ବିଜେଡିର ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନିତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ପାର୍ଲାମେଣ୍ଟ…