Odisha Link
Bridging the Missing Links in Odisha

ସସ୍ମିତ ପାତ୍ରଙ୍କୁ କରୋନା

ନୂଆଦିଲ୍ଲୀ: ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କର କରୋନ ପଜିଟିଭ୍‌ ରିପୋର୍ଟ ଆସିଛି। ଏନେଇ କରୋନା ପଜିଟିଭ ନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ସସ୍ମିତ ପାତ୍ର। ପଜିଟିଭ ଚିହ୍ନଟ ପରେ ଏବେ ହୋମ୍‌ ଆଇସୋଲେସନରେ ଅଛନ୍ତି ସସ୍ମିତ। ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି।

Comments are closed.