Odisha Link
Bridging the Missing Links in Odisha
Daily Archives

September 29, 2020

ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା…

ମୁମ୍ବାଇ: କରୋନା ମହାମାରୀ ସମୟରେ ହଜାର ହଜାର ଅସହାୟ ଓ ଅଭାବୀଙ୍କୁ ସାହାଯ୍ୟ ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ସୋନୁ ସୁଦଙ୍କ କାର୍ଯ୍ୟକଳାପକୁ ସାରା ଦେଶ ପ୍ରଶଂସା କରିଛି। ସୋନୁ ସୁଦଙ୍କ ଏହି ସହାୟତା ପାଇଁ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଦ୍ୱାରା ପ୍ରତିଷ୍ଠିତ…

ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ: ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା। ମୁମ୍ବାଇ ଅନ୍ଧେରୀ ସ୍ଥିତ ନିଜ ଭଡା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ୨୬ ବର୍ଷିୟ ଅଭିନେତା ଅକ୍ଷତ ଉତ୍କର୍ଷ। ତାଙ୍କ ମୃତ୍ୟୁ ପଛରେ ଜଣେ ମହିଳା ଅଭିନେତ୍ରୀଙ୍କୁ ଦାୟୀ କରାଯାଉଛି। ଉତ୍କର୍ଷଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଛି ହେଲେ ପରିବାର…

କରୋନା: ଦିତ୍ବୀୟ ସେରୋଲୋଜିକାଲ୍ ସର୍ଭେରୁ…

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଦ୍ୱାରା କରାଯାଇଥିବା ଦିତ୍ବୀୟ ସେରୋଲୋଜିକାଲ ସର୍ଭେରୁ କେତେକ ଚିନ୍ତାଜନକ ତଥ୍ୟ ଜଣାପଡ଼ିଛି। ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଅଗଷ୍ଟ ସୁଦ୍ଧା ଦେଶର ପ୍ରତି ୧୫ ଜଣ ୧୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କରୋନା ଭୁତାଣୁ…

ରାଜଧାନୀରୁ ଆଉ ୩୨୯ କରୋନା ପଜିଟିଭ୍‌…

ଭୁବନେଶ୍ୱର: ରାଜଧାନୀରୁ ଆଉ ୩୨୯ କରୋନା ପଜିଟିଭ୍‌ ଚିହ୍ନଟ। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୨୬ରେ ପହଞ୍ଚିଛି। ମଙ୍ଗଳବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୭୩ ଜଣ ରହିଥିବା ବେଳେ ୨୫୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଗତ ୨୪ ଘଣ୍ଟାରେ ୩୯୫ ଜଣ ଆରୋଗ୍ୟ ଲାଭ କରିଛନ୍ତି।…

ଦେଶରେ ଉର୍ଜା ସୁରକ୍ଷା ସ୍ଥାପତ୍ୟର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଶକ୍ତି ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଆମର ପ୍ରେଚେଷ୍ଟାକୁ ଆଗେଇ ନେବ ଏବଂ ଏ ଦିଗରେ ବଡ ଭୂମିକା ଗ୍ରହଣ କରିବ ବୋଲି ସୋମବାର ଗ୍ଲୋବାଲ କାଉଣ୍ଟର ଟେରୋରିଜିମ୍‍ କାଉନସିଲ ପକ୍ଷରୁ…

ଅକ୍ଟୋବର ୫ରୁ ମାଟ୍ରିକ ସପ୍ଲିମେଣ୍ଟାରୀ…

ଭୁବନେଶ୍ୱର: ଅକ୍ଟୋବର ୫ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ଆରମ୍ଭ ହେବାକୁ ଯାଉଛି। ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୧୨ଟି ମୂଲ୍ୟାୟନ କେନ୍ଦ୍ରରେ ୩,୫୩୧ ଜଣ ଶିକ୍ଷକ ସପ୍ଲିମେଣ୍ଟାରୀ ଖାତା ଦେଖିବେ।

୧୦ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ…

ଭୁବନେଶ୍ବର: ଉପନିର୍ବାଚନ ତାରିଖ ଘୋଷଣା ପରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ନେଇ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସୁର ପ୍ରତିକ୍ରିୟା ଦେଇ କହିଛନ୍ତି, ଆସନ୍ତା ୧୦ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଉପନିର୍ବାଚନ ପାଇଁ ୧୨ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀପତ୍ର ଦାଖଲ…

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ହେଉଛି…

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନ। ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍କୁ ନେଇ ଗୃହରେ ସରଗରମ ଆଲୋଚନା ଚାଲିଛି। ବିଶ୍ୱବିଦ୍ୟାଳୟ ବିଲକୁ ‘କଳା ବିଲ୍’ କହି ବିରୋଧ କରିଛନ୍ତି ତାରା ବାହିନୀପତି। ଏଥି ସହ ତାରା ଗୃହରେ ବିଶ୍ୱବିଦ୍ୟାଳୟ…

ବିଧାନସଭାରେ ଉଠିଲା ମାସ୍କ ଦୁର୍ନିୀତି…

ଭୁବନେଶ୍ବର: ବିଧାନସଭାରେ ଉଠିଲା ମାସ୍କ ଦୁର୍ନିୀତି ପ୍ରସଙ୍ଗ। ମାସ୍କ ଓ ପିପିଇ କିଟ୍ ଦୁର୍ନିୀତି ପ୍ରସଙ୍ଗ ଉଠାଇଲେ ବିରୋଧୀ। ପ୍ରିଭିଲେଜ୍‌ ନୋଟିସ୍‌ ଆଧାରରେ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ମାସ୍କ ଓ ପିପିଇ କିଟ୍ ଦୁର୍ନିୀତିନେଇ ଲିଖିତ ଆକାରରେ ବାଚସ୍ପତିଙ୍କୁ ଜଣାଇଲେ ବିରୋଧୀ…

ସୁଶାନ୍ତ ସିଂ ମୃତ୍ୟୁ ନେଇ ଏମ୍ସ…

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏମ୍ସର ଫରେନସିକ୍ ଟିମ୍ ଓ ସିଏଫଏସଏଲଙ୍କ ଏକ୍ସପର୍ଟଙ୍କ ମଧ୍ୟରେ କିଛି ଦିନ ତଳେ ଏକ ବୈଠକ ବସିଥିଲା। ଏମ୍ସ ତରଫରୁ କରାଯାଉଥିବା ଫରେନସିକ ତଦନ୍ତ ରିପୋର୍ଟ ସିବିଆଇ ନିକଟରେ ଦାଖଲ କରାଯାଇଛି। ଏବେ ଏହି ଭିସେରା ରିପୋର୍ଟ ସାମ୍ନାକୁ…