Odisha Link
Bridging the Missing Links in Odisha
Daily Archives

September 29, 2020

୩ ଦିନ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଗାମୀ ୩ ଦିନ ଯାଏଁ ରାଜ୍ୟର ଉତ୍ତର, ଆଭ୍ୟନ୍ତର, କେନ୍ଦ୍ରୀୟ, ଉପକୂଳ ଓ ଦକ୍ଷିଣର ବହୁ ଜିଲ୍ଲାରେ ଝଡ଼ ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷା ହେବାର ସମ୍ଭାବନାକୁ…

ସୀମାରେ ଯୁଦ୍ଧ ସ୍ଥିତି ନାହିଁ କି ଶାନ୍ତି…

ନୂଆଦିଲ୍ଲୀ: ଲଦାଖସ୍ଥିତ ଏଲଏସିରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସମ୍ପର୍କରେ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, “ଏଲଏସିରେ ସ୍ଥିତି ଅସ୍ଥିର ଅଛି। ସେଠାରେ ଯୁଦ୍ଧ ଭଳି ପରିସ୍ଥିତି ନାହିଁ,…

ସ୍କୁଲ୍‌ ଫି ମାମଲାର ରାୟ ସଂରକ୍ଷିତ…

କଟକ: ହାଇକୋର୍ଟରେ ସ୍କୁଲ୍‌ ଫି ମାମଲା। ଆଜି ସ୍କୁଲ୍‌ ଫି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ। ଘରୋଇ ସ୍କୁଲ ୩୦% ଫି ଛାଡ ପାଇଁ କମିଟି ନିଷ୍ପତ୍ତି ନେଇଥିଲା। ସେଇ ସମ୍ପର୍କରେ କମିଟି ହାଇକୋର୍ଟଙ୍କୁ ଅବଗତ କରିଛି। ସରକାରଙ୍କ ପକ୍ଷରୁ ସ୍କୁଲ୍‌ ଫି କମିଟି ରିପୋର୍ଟ ଦାଖଲ…

ପୁରୀ ସେବାୟତଙ୍କ ପାଇଁ କରୋନା ଗାଇଡଲାଇନ୍

ପୁରୀ: ଦିନକୁ ଦିନ ପୁରୀ ସେବାୟତଙ୍କ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ନିୟମ ଜାରି କରିଛନ୍ତି। କୋଭିଡ ଗାଇଡଲାଇନ ମୁତାବକ, ଶ୍ରୀମନ୍ଦିର ଭିତରେ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

ଗିରଫ ହେଲେ ବୌଦ୍ଧ ଡେପୁଟି କଲେକ୍ଟର

ବୌଦ୍ଧ: ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ଗିରଫ। ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଗିରଫ କଲା ଝାରସୁଗୁଡ଼ା ଟାଉନ ଥାନା ପୋଲିସ। ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ଗିରପ କରାଯାଇଛି। ବିଟିଏମ୍‌ ଫାଣ୍ଡିରେ ରଖି ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ପଚରାଉଚରା କରାଯିବ। ସୂଚନା…

ବିଜୁଳି ଦର ନକମିଲେ ଆନ୍ଦୋଳନ ହେବ:…

ଭୁବନେଶ୍ବର: ରାଜ୍ୟରେ ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର ଦାବି କରିଛି କଂଗ୍ରେସ। ଆଜି ଏକ ପ୍ରେସମିଟରେ ପଞ୍ଚାନନ କାନୁନଗୋ ଓ ଗଣେଶ୍ବର ବେହେରା ଦାବି କରିଛନ୍ତି। ସରକାର ବିଜୁଳି ଦର ନକମାଇଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଉଭୟ ନେତା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା…

ଅକ୍ଟୋବର ୨ରୁ ଖୋଲିବ ଚନ୍ଦକା ଅଭୟାରଣ୍ୟ

ଚନ୍ଦକା: ଆସନ୍ତା ଅକ୍ଟୋବର ୨ ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯିବ ଚନ୍ଦକା ଅଭୟାରଣ୍ୟ। ଚନ୍ଦକା ଅଭୟାରଣ୍ୟ ସହ ପର୍ଯ୍ୟଟକମାନେ ଡେରାସ ମଧ୍ୟ ବୁଲିପାରିବେ। ଏନେଇ ଚନ୍ଦକା ଡିଏଫଓ କେଦାର ସ୍ୱାଇଁ ସୂଚନା ଦେଇଛନ୍ତି। ମାସ୍କ ପିନ୍ଧିନଥିଲେ କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ ନାହିଁ। ସୂଚନାଯୋଗ୍ୟ,…

ସରକାରଙ୍କ ଅଧୀନରେ ବଗଲା ଜମି

ଭୁବନେଶ୍ବର: ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ପ୍ରସଙ୍ଗ ଆଜି ଆଉ ପାଦେ ଆଗକୁ ଆଗେଇଛି। ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରାଯାଇଛି। ବଗଲା ଜମି ସରକାରଙ୍କ ଅଧୀନରେ ଥିବା ଜଣାଇଲେ ସରକାର। ଜମି ସରକାରଙ୍କ ଅଧୀନରେ ଅଛି। ତାକୁ ନବୀକରଣ କରାଯାଇଛି। ଦାଖଲ…

ଭିଜିଲାନ୍ସ ଜାଲରେ ରାଜସ୍ୱ ସହକାରୀ…

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାଜସ୍ୱ ସହକାରୀ ଅଧିକାରୀ। ରାୟଗଡ଼ା ସ୍ଥିତ କାଶୀପୁର ବ୍ଲକର ରାଜସ୍ୱ ସହକାରୀ ଅଧିକାରୀ ପ୍ରକାଶ ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରକାଶ ସାହୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନାଯୋଗ୍ୟ, ରାଜସ୍ୱ ସହକାରୀ ଅଧିକାରୀ ପ୍ରକାଶ…

ମାଓନେତା ଆଜାଦଙ୍କୁ କରୋନା

ଭୁବନେଶ୍ୱର: ମାଓନେତା ଆଜାଦଙ୍କୁ କରୋନା। ଆଜାଦ ଏବେ ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀଭାବେ ଅଛନ୍ତି। ଗତ ୨ ଦିନ ତଳେ ଜେଲ ପକ୍ଷରୁ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ଆଜି ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। କେବଳ ଆଜାଦ ନୁହନ୍ତି ଜେଲର ମୋଟ ୧୪ ଜଣ ବନ୍ଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪…