Odisha Link
Bridging the Missing Links in Odisha

ମାଓନେତା ଆଜାଦଙ୍କୁ କରୋନା

ଭୁବନେଶ୍ୱର: ମାଓନେତା ଆଜାଦଙ୍କୁ କରୋନା। ଆଜାଦ ଏବେ ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀଭାବେ ଅଛନ୍ତି। ଗତ ୨ ଦିନ ତଳେ ଜେଲ ପକ୍ଷରୁ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ଆଜି ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। କେବଳ ଆଜାଦ ନୁହନ୍ତି ଜେଲର ମୋଟ ୧୪ ଜଣ ବନ୍ଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪ ଜଣ ପଜିଟିଭ ହୋଇଥିବା ନେଇ ଝାରପଡ଼ା ଜେଲର ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତ ଜେଲ ପରିସରରେ ଥିବା କୋଭିଡ ୱାର୍ଡରେ ଚିକିତ୍ସିତ ହେଇଛନ୍ତି।

Comments are closed.