Odisha Link
Bridging the Missing Links in Odisha
Browsing Tag

Jharpada Jail

ଏଥର ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ୨୬ରୁ ଜେଲରେ କଏଦୀ ଶିଖିବେ କମ୍ପ୍ୟୁଟର। ଭୁବନେଶ୍ବର ଝାରପଡ଼ା ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ। ୩୦ ଟି କମ୍ପ୍ୟୁଟରରେ ପାଠ ପଢିବେ ଅନ୍ତେବାସୀ। ଠିକ୍‌ ସେହିପରି ପାଠ ପଢିବା ପାଇଁ ଆରମ୍ଭ ହେବ ଇ ଲାଇବ୍ରେରୀ। ଏବେ ଜେଲରେ ରହି ୮୦ ଜଣ ଇଗ୍ନୋ ରେ ପାଠ ପଢୁଛନ୍ତି। ଜେଲରେ…

ଝାରପଡ଼ା ଜେଲର ଅନ୍ତେବାସୀଙ୍କ ପାଇଁ…

ଭୁବନେଶ୍ବର: ଝାରପଡ଼ା ଜେଲର ଅନ୍ତେବାସୀଙ୍କ ପାଇଁ ଲଗାଗଲା ୫ଟି ଆକ୍ବାଗାର୍ଡ। ଜେଲରେ ରହୁଥିବା ୧୫୬୬ ଅନ୍ତେବାସୀଙ୍କ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ ଏହି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଜେଲ ସଂସ୍କାର କାର୍ଯ୍ୟକ୍ରମ ଭିତରେ କ୍ୟାଣ୍ଟିନ ଖୋଲାଯାଇଛି। ୩ ବର୍ଷ ମଧ୍ୟରେ ଏଥିରୁ ୩୪ ଲକ୍ଷ ୫୭୫ ଟଙ୍କା ଲାଭ…

ଝାରପଡ଼ା ଜେଲରେ କଏଦୀ ମୃତ

ଭୁବନେଶ୍ବର: ଝାରପଡ଼ା ଜେଲରୁ ଜଣେ ବିଚାରାଧୀନ କଏଦୀ ମୃତ। ମୃତ କଏଦୀର ହେଲେ ରବି ଦୁଲାଲ୍। ତାଙ୍କୁ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ କରି ଜେଲରେ ରଖା ଯାଇଥିଲା। ସୂଚନା ଅନୁସାରେ,ଆଜି ସକାଳେ ରବି ପାଣି ଆଣିବାକୁ ଯିବା ସମୟରେ ତାଙ୍କର ମୁଣ୍ଡ ବାଡ଼େଇ ହୋଇ ଯାଇଥିଲା। ସେ ତଳେ ପଡ଼ି ଯାଇଥିଲେ।…

ଧଉଳି ଥାନା ଏଏସ୍‌ଆଇ ଗିରଫ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ପଡ଼ିଲେ ଧଉଳି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ତୋଫାନ୍‌ ଗୁରୁ। ସେ ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ି ଥିଲେ।  ତାଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି…

ମାଓନେତା ଆଜାଦଙ୍କୁ କରୋନା

ଭୁବନେଶ୍ୱର: ମାଓନେତା ଆଜାଦଙ୍କୁ କରୋନା। ଆଜାଦ ଏବେ ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀଭାବେ ଅଛନ୍ତି। ଗତ ୨ ଦିନ ତଳେ ଜେଲ ପକ୍ଷରୁ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ଆଜି ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। କେବଳ ଆଜାଦ ନୁହନ୍ତି ଜେଲର ମୋଟ ୧୪ ଜଣ ବନ୍ଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪…

ଜେଲ୍‌ ଗଲେ ଆଇଏଏସ୍‌ ଅଫିସର ବିଜୟ କେତନ

ଭୁବନେଶ୍ବର: ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ ଆଜି ଜେଲ୍ ଗଲେ। ରିମାଣ୍ଡ ଅବଧି ସରିବା ପରେ ବିଜୟ କେତନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଏକ ବିଲ୍‌ ପାସ୍‌ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଦ୍ୟାନକୃଷି ନିର୍ଦ୍ଦେଶକ ବିଜୟ କେତନ…