Odisha Link
Bridging the Missing Links in Odisha

ସ୍କୁଲ୍‌ ଫି ମାମଲାର ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ: ହାଇକୋର୍ଟରେ ସ୍କୁଲ୍‌ ଫି ମାମଲା। ଆଜି ସ୍କୁଲ୍‌ ଫି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ। ଘରୋଇ ସ୍କୁଲ ୩୦% ଫି ଛାଡ ପାଇଁ କମିଟି ନିଷ୍ପତ୍ତି ନେଇଥିଲା। ସେଇ ସମ୍ପର୍କରେ କମିଟି ହାଇକୋର୍ଟଙ୍କୁ ଅବଗତ କରିଛି। ସରକାରଙ୍କ ପକ୍ଷରୁ ସ୍କୁଲ୍‌ ଫି କମିଟି ରିପୋର୍ଟ ଦାଖଲ କରାଯାଇଛି।

Comments are closed.