Odisha Link
Bridging the Missing Links in Odisha

ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ୟୁଏନ୍‌ଡିପି

ମୁମ୍ବାଇ: କରୋନା ମହାମାରୀ ସମୟରେ ହଜାର ହଜାର ଅସହାୟ ଓ ଅଭାବୀଙ୍କୁ ସାହାଯ୍ୟ ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ସୋନୁ ସୁଦଙ୍କ କାର୍ଯ୍ୟକଳାପକୁ ସାରା ଦେଶ ପ୍ରଶଂସା କରିଛି। ସୋନୁ ସୁଦଙ୍କ ଏହି ସହାୟତା ପାଇଁ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଦ୍ୱାରା ପ୍ରତିଷ୍ଠିତ ଏସ୍‌ଡ଼ିପି ସ୍ପେଶାଲ ହ୍ୟୁମାନିଟେରିଆନ୍ ଆକ୍ସନ୍ ଆୱାର୍ଡରେ ସୋନୁ ସୁଦ୍‌ଙ୍କୁ ସମ୍ମାନିତ କରାଯାଇଛି।

Comments are closed.