Odisha Link
Bridging the Missing Links in Odisha
Browsing Tag

Award

ଏକଲବ୍ୟ ପୁରସ୍କାର ପାଇଲେ ସାଇକେଲ ଚାଳିକା…

ଓଏଲ୍‌ ବ୍ୟୁରୋ : ଇମ୍ଫା ପକ୍ଷରୁ ଆୟୋଜିତ ହୋଇଯାଇଛି ୩୦ ତମ ଏକଲବ୍ୟ ପୁରସ୍କାର ପ୍ରଦାନ। ଚଳିତବର୍ଷ ଇମ୍ଫା ପକ୍ଷରୁ ଆୟୋଜିତ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ପୁରସ୍କାର ପାଇଛନ୍ତି ସାଇକେଲ ଚାଳିକା ଶ୍ୱାସ୍ତୀ ସିଂ। ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସାଇକେଲ ଚାଳିକା ସ୍ୱାସ୍ତି ସିଂହଙ୍କୁ…

ଗାୟତ୍ରୀବାଳା ପଣ୍ଡା ପାଇବେ ସାହିତ୍ୟ…

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି। ଏ ନେଇ ଆଜି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୭ ମସିହାରେ ପ୍ରକାଶିତ ତାଙ୍କର କବିତା ସଂକଳନ 'ଦୟାନଦୀ' ପାଇଁ ଡ. ପଣ୍ଡାଙ୍କୁ ଏହି ପୁରସ୍କାର ମିଳିବ। ବହିଟିକୁ…

କିଏ ପାଇବ ସାହିତ୍ୟ ଏକାଡେମୀ ପୁରସ୍କାର?…

ଭୁବନେଶ୍ବର: କିଛିଦିନ ଧରି ଚାଲିଥିବା କଳ୍ପନାଜଳ୍ପନାରୁ ଆଦି ପରଦା ଉଠିବ। ଓଡ଼ିଶାରୁ କେଉଁ ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ତାହା ଆଜି ସ୍ପଷ୍ଟ ହୋଇଯିବ। ଏକାଡେମୀ ପକ୍ଷରୁ ଆଜି ପୁରସ୍କାର ତାଲିକା ଘୋଷଣା କରାଯିବା ନେଇ ସୂଚନା ମିଳିଛି। ଅନ୍ୟପଟେ ଏ ପୁରସ୍କାର ଏଥର କବି ଓ ସଂସ୍କୃତି…

ଅଭିନେତା ସବ୍ୟସାଚୀଙ୍କୁ ମିଳିବ ମହାତ୍ମା…

ଭୁବନେଶ୍ବର: ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ମିଳିବ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ। ଓଡିଶା ସ୍କାଉଟ୍ ଗାଇଡ୍ ଫେଲୋସିପ୍ ତରଫରୁ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ୨୦୨୦ ପାଇଁ ସବ୍ୟସାଚୀଙ୍କୁ ମନୋନୀତ କରାଯାଇଛି। ମହାମାରୀ କରୋନା ସମୟରେ ଲୋକଙ୍କ ପାଇଁ ରିୟଲ ହିରୋ ସାଜିଛନ୍ତି…

ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା…

ମୁମ୍ବାଇ: କରୋନା ମହାମାରୀ ସମୟରେ ହଜାର ହଜାର ଅସହାୟ ଓ ଅଭାବୀଙ୍କୁ ସାହାଯ୍ୟ ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ସୋନୁ ସୁଦଙ୍କ କାର୍ଯ୍ୟକଳାପକୁ ସାରା ଦେଶ ପ୍ରଶଂସା କରିଛି। ସୋନୁ ସୁଦଙ୍କ ଏହି ସହାୟତା ପାଇଁ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଦ୍ୱାରା ପ୍ରତିଷ୍ଠିତ…

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ…

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ। ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇଁ ଜ୍ୟୋତିଙ୍କ ସମେତ ୧୪ ଜଣଙ୍କୁ ଚୟନ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ସମ୍ମାନିତ କରିବେ। ଏହି…

୨୦୧୫ ଓ ୨୦୧୬ ମସିହା ପାଇଁ ୨୦ ଜଣ ପାଇବେ…

ଭୁବନେଶ୍ବର: ୨୦୧୫ ଓ ୨୦୧୬ ଦୁଇ ବର୍ଷ ପାଇଁ ଆଜି ଓଡ଼ିଶା ସାହିତ୍ୟ ଅକାଦେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ମସିହ ଲାଗି ୯ଟି ବିଭାଗରେ ୧୦ ଜଣ ଲେଖକଙ୍କୁ ଏହି ପୁରସ୍କାର ମିଳୁଥିବ ବେଳ ୨୦୧୬ ମସିହା ପାଇଁ ମଧ୍ୟ ୧୦ ଜଣଙ୍କ ନାମ ଘୋଷଣା କରାଯାଇଛି। ୨୦୧୫ ମସିହାରେ ଉପନ୍ୟାସ 'ଗୋଟିଏ ଯୋଡ଼ି ଗାଆଁର…

ବିଦ୍ୟୁତ୍‌ ବିଲ୍‌ ଦେଇ ଭିକାରି…

ଭଦ୍ରକ: ବଡ଼ ବଡ଼ କମ୍ପାନୀ ଏବଂ ପ୍ରତିଷ୍ଠିତ ଲୋକମାନେ ବିଦ୍ୟୁତ୍‌ ବିଲ୍‌ ପଇଠ କରୁନଥିବା ବେଳେ ଭଦ୍ରକ ସଲିପୁରର କାର୍ତ୍ତିକ ନାଥ ଏକ୍ଷେତ୍ରରେ ଉଦାହରଣ ସାଜିଛନ୍ତି। କାର୍ତ୍ତିକ ଭିକ୍ଷା ବୃତ୍ତି କରି ନିଜର ତଥା ପରିବାର ଲୋକଙ୍କ ପେଟ ପୋଷୁଥିବା ବେଳେ ନିଜ ସ୍ୱଳ୍ପ ଆୟରୁ କିନ୍ତୁ ବିଦ୍ୟୁତ୍‌ ବିଲ୍‌ ପଇଠ…

ନାରାୟଣ, ସୂର୍ଯ୍ୟ ଓ ଡିଲେଶ୍ବର ପାଇବେ…

ଭୁବନେଶ୍ୱର: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୧୯ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକ, ସମୀକ୍ଷକ ଓ ଗାଳ୍ପିକ ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା…

ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ…

ଭୁବନେଶ୍ବର: ଗଳ୍ପ ସଂକଳନ 'ଭାସ୍ବତୀ' ପାଇଁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଖ୍ୟାତ ଓଡ଼ିଆ କଥାଶିଳ୍ପୀ ତରୁଣକାନ୍ତି ମିଶ୍ର। ଇଂରାଜୀ ସମେତ ୨୪ଟି ଭାରତୀୟ ଭାଷାର ଲେଖକଙ୍କ ପାଇଁ ଆଜି ସାହିତ୍ୟ ଏକାଡେମୀ ନାମ ଘୋଷଣା କରୁଥିବା ବେଳେ ସେଥିରେ ଶ୍ରୀ ମିଶ୍ରଙ୍କ ନାମ ରହିଛି।…