Odisha Link
Bridging the Missing Links in Odisha
Browsing Tag

Snake Bite

ସାପ କାମୁଡ଼ାରେ 2 ଭଉଣୀ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ପଞ୍ଚମହଲା ଗାଁରେ ସାପ କାମୁଡ଼ି ଦେବାରୁ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି।ଏହି ଘଟଣା ପରେ ସାରା ଗାଁରେ ଶୋକରଛାୟା ଖେଳିଯାଇଛି। ମୃତକମାନେ ହେଲେ ବାଳଗୋପାଳ ଜଗଦଲାଙ୍କ ଦୁଇ ଝିଅ । ନିକିତାଓ ଅର୍ଚ୍ଚିତାଙ୍କ ବୟସ ୧୨ଓ ୧୩ ବର୍ଷ । ଗତକାଲି ରାତିରେ ଦୁଇ…

ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର…

ଯାଜପୁର: ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ସାପୁକାମୁଡ଼ା ପରେ ମେଡିକାଲ ନ ଯାଇ ମନ୍ଦିରରେ ଜଣେ ବ୍ୟକ୍ତି ଅଧିଆ ପଡ଼ିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କୋରୋଇ ଥାନା ଅନ୍ତର୍ଗତ ଅସନଝର ଗାଁର ରମାକାନ୍ତ ନାୟକଙ୍କୁ ସାପ କାମୁଡ଼ି…

ସର୍ପାଘାତରେ ଚାଲିଗଲା ଜଣଙ୍କର ଜୀବନ

ଯାଜପୁର: ଯାଜପୁର ଜିଲ୍ଲା କୋଟବସନ୍ତପୁର ଗ୍ରାମରେ ଆଜି ସାପ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହେଇଛି। ମୃତକଙ୍କ ନାମ ଗଣେଷ ଚନ୍ଦ୍ର ସାହୁ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଗଣେଷ ଆଜି ସକାଳ ୭ଟାରେ ମହାଳୟା ପୂଜା ନିମିତ୍ତ କଦଳୀପତ୍ର କାଟିବା ପାଇଁ ପାଳକୁ ଯାଇଥିଲେ। କଦଳୀପତ୍ର କାଟୁଥିବା…

ପୁଣି ସାପ କାମୁଡାରେ ମା’ ପୁଅ ମୃତ

ଜି.ଉଦୟଗିରି: କନ୍ଧମାଳ କେ.ନୂଆଗାଁ ବ୍ଲକ ଟପର ଗାଁରେ ସାପ କାମୁଡାରେ ପୁଅ ଓ ମା’ଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା’ଙ୍କୁ ଗୁରୁତର ଅବସ୍ଥାରେ କେ.ନୂଆଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲରେ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ,…

ସାପ ନେଲାଣି ୬ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ମୋଟ ୬ ଜଣଙ୍କ ମୃତୁ୍ୟ ହୋଇଛି। ଗଞ୍ଜାମରେ ୩, ଅନୁଗୁଳରେ ୨ ଏବଂ କେନ୍ଦୁଝର ଜିଲ୍ଲା ତେଲକୋଇରେ ଜଣଙ୍କର ମୃତୁ୍ୟ ହୋଇଛି। ଗଞ୍ଜାମର କଦଳା ବି.ନୂଆପଲ୍ଲୀ ଗ୍ରାମରେ ୪ ବର୍ଷର ପୁଅ ସହ ମା’ର ମୃତୁ୍ୟ ହୋଇଛି। ସେହିପରି କବିସୂର୍ଯ୍ୟନଗରରେ ଜଣେ ଯୁବକଙ୍କ…

ସାପକାମୁଡାରେ ୩ ମୃତ

ମାଲକାନଗିରି : ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଗ୍ରାମରେ ସାପ କାମୁଡାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ରହିଛି । ବର୍ଷା ଦିନେ ବିଭିନ୍ନ ବିଷଧର ସାପ ବାହାରୁ ଥିବାରୁ ଲୋକେ ସର୍ପ ଦଂଶନର ଶିକାର ହେଉଛନ୍ତି । ତେବେ କେଉଁ…