Odisha Link
Bridging the Missing Links in Odisha
Browsing Tag

truck

ନିୟନ୍ତ୍ରଣ ହରାଇ ଚଢ଼ିଗଲା ଟ୍ରକ୍‌, ୮ ମୃତ

ଅମ୍ରୋଲି: ନିୟନ୍ତ୍ରଣ ହରାଇ ଚଢ଼ିଗଲା ଟ୍ରକ୍‌। ରାସ୍ତାକଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ୮ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଗୁଜୁରାଟ ଅମ୍ରୋଲି ଜିଲ୍ଲାର ଏକ ଗାଁରେ। ସୂଚନା ମୁତାବକ, ଆମ୍ରୋଲିର…

ଯାତ୍ରୀବାହୀ ବସ ଉପରକୁ ଖସିଲା ଲୁହାପଥର…

ଆନନ୍ଦପୁର: ଯାତ୍ରୀବାହୀ ବସ ଉପରକୁ ଖସିଲା ଲୁହାପଥର ବୋଝେଇ ଟ୍ରକ୍‌। ଏହି ଅଭାବନୀୟ ଘଟଣାଟି ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି । ବସରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରୁ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ପ୍ରକାଶ ଯେ, ଆଜି ସକାଳେ ‘ପଦ୍ମାବତୀ’ ନାମକ ବସ୍‌…

ରାଜରାସ୍ତାରେ ଜଳିଗଲା ଟ୍ରକ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଅଞ୍ଚଳରେ ଜଳିଗଲା ଟ୍ରକ୍। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଜଳିଯାଇଛି। ଟ୍ରକ୍‌ଟି ଜଳିବା ପରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ କେଉଁ କାରଣରୁ ଟ୍ରକ୍‌ରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ବର୍ତ୍ତମାନ ସୁଦ୍ଧା ଟ୍ରକ୍‌ରେ ନିଆଁ ଲାଗି ହୋଇବା…

ବ୍ରିଜ୍ ତଳକୁ ଖସିଲା ହାଇଓ୍ୱା, ୨ ନିଖୋଜ

ଝାରସୁଗୁଡ଼ା: ଇବ୍‌ ନଦୀର ରଂଫେଲ୍ ବ୍ରିଜ ତଳକୁ ଏକ ହାଇଓ୍ୱା ଖସି ୨ଜଣ ନିଖୋଜ ହୋଇଯାଇଛନ୍ତି। ହାଇଓ୍ଵାର ଚାଳକଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ। ଉଦ୍ଧାର ହୋଇଥିବା ହାଇଓ୍ଵା ଚାଳକଙ୍କ ନାମ ଆଦିତ୍ୟ ସାହୁ। ସୂଚନା…